ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଫୁଲବାଣୀ : ବିଶ୍ୱରତ୍ନ ବାବାସାହେବ ଡ଼ ଆମ୍ବେଦକରଙ୍କ ଆଗାମୀ ଡିସେମ୍ବର ୬ ତାରିଖ ପରିନିର୍ବାଣ ଦିବସ ପାଳନ ନିମନ୍ତେ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ତରଫରୁ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହେଇଥିଲା l ବୈଠକ ରେ ସଂଗଠନର ସାଧାରଣ…

ସାବଧାନ ! ସାଇବର ଠକଙ୍କ ଆଖି କନ୍ଧମାଳ ଉପରେ : ଅଧ୍ୟକ୍ଷଙ୍କ ନାଁ ନେଇ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା

କନ୍ଧମାଳ : ‘ମୁଁ ଜୁନିୟର କଲେଜ ପ୍ରିନ୍ସପାଲ କହୁଛି, ଆଗକୁ ପୁଅର ପରୀକ୍ଷା ଅଛି। ପାଞ୍ଚ ହଜାର ଟଙ୍କା ଦେଲେ ପରୀକ୍ଷାରେ ମାର୍କ ମିଳିବା ପାଇଁ ବ୍ୟବସ୍ଥା କରାଯିବ।’ ଏଭଳି ଫୋନ ଆସୁଛି ଫୁଲବାଣୀ ସରକାରୀ ଜୁନିୟର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ପାଖକୁ। ଟଙ୍କା ଆଦାୟର…

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଗେଣ୍ଡୁଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ.ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ ନିମନ୍ତେ ଏକ ଦିବସୀୟ ତାଲିମ୍ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ…

ସାଇକେଲକୁ ଧକ୍କା ଦେଲା ସ୍କୁଟି ଜଣେ ଗୁରୁତର ୩ ଆହତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ପୋଗରାପୋଷ ରାସ୍ତା ଉପରେ ସାଇକେଲ କୁ ପଛ ପଟୁ ସ୍କୁଟି ଧକ୍କା ଦେବା ଫଳରେ ଜଣେ ଗୁରୁତର ଓ ୩ ଜଣ ଆହତ ହେଇଥିଲେ ! ଏହା ଦେଖି ପୋଗ୍ରାପୋଷ ଅଞ୍ଚଳର ଜଣେ ସମାଜ ସେବୀ ରବି ସାହୁ ୧୦୮ ଆମ୍ବୁଲାନ୍ସ କୁ ଡାକି ଦୁର୍ଘଟଣାରେ ଗୁରୁତର…

ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା

ହିଞ୍ଜିଳିକାଟ୫!୧୧ବିଜୁ ଜନତା ଦଳ ତରଫରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନୁର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ରେ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜନସମ୍ପର୍କପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ବଈଁଚବଣିଆ ଛକ ଡାକ…

ଅସୁରକ୍ଷିତ ରାଜଧାନୀ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର : ଅସୁରକ୍ଷିତ ହୋଇ ପଡ଼ିଲାଣି ରାଜଧାନୀ। ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ରାଜଧାନୀର ପଳାସପଲ୍ଲୀ ଅଞ୍ଚଳରେ ଗତ ରାତିରେ ଘଟିଛି।ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ୩ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ଯୁବକଙ୍କୁ ଗୋଡାଇ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

ମାଲକାନଗିରି : ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା -୨୦୨୨ରେ ମାଲକାନଗିରି ଜିଲ୍ଲାରୁ ଛଅ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ କୃତୀ ପ୍ରାର୍ଥୀଙ୍କୁ ଜିଲ୍ଲାପାଳ ଆଶିଷ…

ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରାଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି । ବାଲି ମାଫିଆ ମାନେ ପ୍ରଶାସନର ଆଖିରେ ଧୂଳିଛାଟି ପ୍ରତ୍ୟହ ରାତିରେ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ କରୁଥିବା…

ବାଣ ଫୁଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

୨ ଗୁରୁତର, ୩ ଗିରଫ, ଆକ୍ରମଣରେ ବ୍ୟବହୃତ କାତି ଜବତହିଞ୍ଜିଳିକାଟୁ : ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଭଳି ଏକ ଘଟଣା ଗୁରୁବାର ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମରେ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ଜଣ…

ହିଞ୍ଜିଳିକାଟୁରେ ବିଜେଡିର ଦଳୀୟ ପତକା ଚିରା ଅଭିଯୋଗ, ବିରୋଧୀ କରିଥିବା କହିଲା ବିଜେଡି

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଛକ ଠାରୁ ବିଜୁପଟ୍ଟନାୟକ ପାର୍କ ଛକ ପର୍ଯ୍ୟନ୍ତ ଦଳୀୟ ପତକା ଚିରିଲା କିଏ ? ମଙ୍ଗଳବାର ବିଜେଡି ର ଜନସମ୍ପର୍କ ପଦଯାତ୍ରା ନିମନ୍ତେ ହିଞ୍ଜିଳିକାଟୁ ସହର ସାରା ବିଜେଡି ପତାକା ଡିଭାଇଡର ରେ ଲଗାଯାଇଥିଲା ।…