ସାରା ରାଜ୍ୟରେ ନାଗ ଚତୁର୍ଥୀ ପାଳିତ
ଭୁବନେଶ୍ବର : ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଥୀରେ ସମଗ୍ର ରାଜ୍ୟରେ ବିଶେଷତଃ ଦକ୍ଷିଣ ଓଡିଶାରେ ନାଗ ଚତୁର୍ଥୀ ଉତ୍ସବ ପାଳନ ହୋଇଛି । ହିନ୍ଦୁ ଧର୍ମ ଧାରାରେ ବିଭିନ୍ନ ଜୀବଜନ୍ତୁଙ୍କ ଲାଗି ପୂଜା ଆୟୋଜନ ଅନନ୍ତ କାଳରୁ ସୀକୃତ ପ୍ରଥା । ନାଗ ଚତୁର୍ଥୀ ଅବସରରେ ନାଗରାଜ ଦେବତାଙ୍କ ଲାଗି!-->…