ପୁଷ୍ଟିହୀନତା ଦୂର କରିବା ପାଇଁ ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ
ଫୁଲବାଣୀ : ଦେଶରେ ପୁଷ୍ଟିହିନତା ଏକ ସାମୁହିକ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ପାଇଁ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀ ରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଶ୍ରୀ ଅନ୍ନ ଅଭିଯାନ । ସ୍ୱେଛାସେବି!-->…