ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଅଜିତ ପାୱାରଙ୍କ NCP

ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)। ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚାରି ଜଣଙ୍କୁ ମିଳିଛି ଟିକେଟ୍। ଏହି ତାଲିକା ସହ ଏନସିପି ୪୯ ଜଣ ପ୍ରାର୍ଥୀଙ୍କ…

ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ

ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି । ତେବେ…

ଟିକେଟ୍‌ ନମିଳିବାରୁ ନବାବ ନାରାଜ, ନିର୍ବାଚନ ଲଢ଼ିବାକୁ ଜିଦ୍‌

ବାଜି ସାରିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଗୁଲ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ସେତେ ହାର୍ଟବିଟ୍‌ ବଢ଼ି ଚାଲିଛି। ମହାରାଷ୍ଟ୍ର ଦଖଲ କରିବାକୁ ଲାଗିପଡିଛନ୍ତି ସମସ୍ତେ। ତେବେ ନିର୍ବାଚନ ପୂର୍ବରୁ…

ଢେଙ୍କାନାଳ ଓ ଅନୁଗୁଳରେ ଲକ୍ଷ୍ମୀପୂଜା ଶେଷ, ମେଲାଣି ନେଉଛନ୍ତି ମା’ ପଦ୍ମାଳୟା

ଢ଼େଙ୍କାନାଳ/ ଅନୁଗୁଳ : ଢ଼େଙ୍କାନାଳ ଲକ୍ଷ୍ମୀପୂଜା ମହୋତ୍ସବ ଶେଷ ହୋଇ ଯାଇଛି । ଆଜି ଭସାଣି । ୧୧ଦିନ ଧରି ପୂଜା ପରେ ଆଜି ମା’ଙ୍କୁ ମେଲାଣି ଦେବେ ଢ଼େଙ୍କାନାଳବାସୀ । ଏଥିପାଇଁ ସମସ୍ତ ପୂଜା ଅନୁଷ୍ଠାନଗୁଡ଼ିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥର ଡିଜେ ସାଉଣ୍ଡ ନୁହଁ…

ବରୀରେ ଲଜ୍ଜା: ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ଯାଜପୁର ବରୀରେ ଲଜ୍ଜା । ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୩ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ତେବେ ପୀଡିତାଙ୍କ ଜଣେ ପଡୋଶୀ ଏଭଳି କାଣ୍ଡ ଭିଆଇଥିବା…

ଭାରତୀୟ ଆନିମେସନ ଓ ଗେମିଂକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଆନିମେସନ ଓ ଗେମିଂ କ୍ଷେତ୍ରରେ କ୍ରାନ୍ତି ଆସିଛି। ଭାରତୀୟ ଆନିମେସନକୁ ପସନ୍ଦ କରାଯାଉଛି। ୨୮ ତାରିଖରେ ବିଶ୍ବ ଆନିମେସନ ଦିବସ ପାଳନ। ୧୧୫ତମ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। …

ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ, କ୍ଷୟକ୍ଷତିର ଆକଳନ କରିବ ମିଳିତ ଟିମ: କେଭି ସିଂହଦେଓ

ଭୁବନେଶ୍ୱର : ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ । ଭାଙ୍ଗିଛି ଅନେକ ଘର । କିଏ କରିବେ କ୍ଷୟକ୍ଷତି ଆକଳନ। କଣ ରହିବ ଆକଳନ ରିପୋର୍ଟ । କେମିତି ଯିବ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ବାଘ ନୁହେଁ ବଣଭୂଆଁ, ରାଜଧାନୀରେ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ…

ଜଙ୍ଗଲରେ ଯୁବକଙ୍କ ଗଳିତ ଶବ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ଶବ ପୁଲିସ ଠାବ କରିଛି। ମୃତକ ଦଳପଡ଼ା ପଞ୍ଚାୟତ ଅଧୀନ ବ୍ରଡିଗୁଡ଼ା ଗ୍ରାମର ମଛେନ୍ଦ୍ର ବେହେରାଙ୍କ ପୁଅ ସାନୁଜ (୨୨) ) । ସପ୍ତାହେ ହେବ ସେ ନିଖୋଜ ଥିଲେ। ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ କେରା…

ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ।  ମୃତକ ମଧୁବତି ବେହେରା ଦଳାଇ ବୋଲି ଜଣାପଡିଛି। ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ଆଜି ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତିଙ୍କୁ…