ଛତ୍ରବଜାରରେ କଳାବଜାରୀକୁ ନେଇ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍

କଟକ : ବାତ୍ୟା ପାଇଁ ଦରଦାମ ଉପରମୁହାଁ । ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । କଟକ ଛତ୍ର ବଜାରରେ ରେଡ୍ କରିଛି ଯୋଗାଣ ବିଭାଗ । ଯୋଗାଣ ବିଭାଗର ୩ଟି ଟିମ ଆଳୁ,ପିଆଜ ଦର ଯାଞ୍ଚ କରିଛି । ଯେଉଁ ବ୍ୟବସାୟୀମାନେ କଳା ବଜାରୀ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ…

ବାତ୍ୟା ଯୋଗୁ OCS ପ୍ରିଲିମ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରେ ହେବାକୁ ଓଡ଼ିଶା ସିଭିଲ ସର୍ଭିସେସ (OCS) ପ୍ରିଲିମ ପରୀକ୍ଷା-୨୦୨୩କୁ ସ୍ଥଗିତ ରଖିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି। ଏନେଇ ଆଜି ନୋଟିସ ଦେଇଛି ଓପିଏସ୍‌ସି। OCS ପ୍ରିଲିମ ପରୀକ୍ଷା-୨୦୨୩ର ପରବର୍ତ୍ତୀ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ୧୩ରେ ନିର୍ବାଚନ

ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । …

ଭିତରକନିକାରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର: ଭିତରକନିକା ଓ ଧମରା ନିକଟରେ ଲ୍ୟାଣ୍ଡଫଲ । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ସ୍ଥଳ ଚିହ୍ନଟ ହେଲା । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ସ୍ଥଳ…

ବାତ୍ୟା ପାଇଁ ନବୀନଙ୍କ ବାର୍ତ୍ତା, ଭୟଭୀତ ନହୋଇ ସଜାଗ ରୁହ

ଭୁବନେଶ୍ୱର: ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ଯା ‘ଦାନା’। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା। ତେବେ ବାତ୍ଯାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ…

ସାମ୍ଭାବ୍ୟ ବାତ୍ୟାକୁ ନେଇ ସକ୍ରିୟ କଳାବଜାରୀ : ପ୍ରଶାସନ ର ଲଗାମ ନାହିଁ..

ପନିପରିବା ଦର ବୃଦ୍ଧି, ବଜାରରୁ ଆଳୁ ଉଭାନହିଞ୍ଜିଳିକାଟୁ : ପାଣିପାଗ ବିଭାଗର ପୂର୍ବନୁମାନ ପ୍ରକାରେ ଓଡିଶାରେ ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମଗ୍ର ଓଡିଶାବାସୀ ଆତଙ୍କିତ । ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ…

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସହାୟତାରେ ସ୍ୱାବଲମ୍ବୀ ହେଲେ ଯୁବ ଉଦ୍ୟୋଗୀ

ଫୁଲବାଣୀ : ଆଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ । କନ୍ଧମାଳ ଜିଲ୍ଲାରେ ସମନ୍ୱିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ଫୁଲବାଣୀ ତରଫରୁ ୦୩ ଗୋଟି ବ୍ଲକର ବିଭିନ୍ନ…

ଦକ୍ଷିଣ ଓଡିଶା ନାଟକରେ ଦକ୍ଷ ବିନ୍ଧାଣୀଙ୍କ ଦଖଲ

ବାଲିଗୁଡା : ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ l ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକାରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ସବ୍ ଡିଭିଜନସ୍ତରୀୟ ଗ୍ରାମୀଣ ଡାକମେଳା ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମ ପଞ୍ଚାୟତ କାର୍ଯାଳୟ ଠାରେ ଦିଗପହଣ୍ଡି ସବ୍ ଡିଭିଜନ ସ୍ତରୀୟ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ପଣ୍ଡା ପୂର୍ବତନ ଡାକ…

ବିସିଜି ଟିକାନେଇ ଅସୁସ୍ଥ ଘଟଣା : କ୍ଷେତ୍ର ପରିଦର୍ଶନ ଓ ସଚେତନ କଲା ଜିଲା ସ୍ୱାସ୍ଥ୍ୟ ଟିମ୍

ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବିସିଜି ଟିକା ନେଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ନେଇ ୨୧ ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ଗୁରୁତ୍ବ ଦେଇ ଜିଲା ସ୍ବାସ୍ଥ୍ୟ ଟିମ କ୍ଷେତ୍ର ପରିଦର୍ଶନ କରିବା ସହ ଅସୁସ୍ଥଙ୍କୁ ଭେଟି ସଚେତନତା କରାଇଛନ୍ତି।…