କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ପାଳିତ
ବ୍ରହ୍ମପୁର : କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ପୂର୍ବାହ୍ନରେ ବହୁ ବ୍ୟକ୍ତି ଶ୍ରୀ ଶ୍ରୀ ନୀଳକଣ୍ଠ ପୁଷ୍କରଣୀ ରେ ତିଳ ତର୍ପଣ କରିବା ପରେ ପରେ କମାପଲ୍ଲୀ ଛକସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l!-->…