ଅପହୃତା ଯୁବତୀ ଉଦ୍ଧାର, ରଙ୍ଗିଲା ବାବାକୁ ପୋଲିସ କରୁଛି ଜେରା
ଢେଙ୍କାନାଳ : କଟକ ଜିଲ୍ଲାର ତିଗିରିଆ ସୋମପଡା ଆଶ୍ରମରୁ ଭଣ୍ଡ ବାବାକୁ ଢେଙ୍କାନାଳ ପୋଲିସ ଉଠାଇ ଆଣିବା ପରେ ଭଣ୍ଡ ବାବାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଢେଙ୍କାନାଳ ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ଅପହରଣ ଅଭିଯୋଗ ହୋଇଥିବା ଯୁବତୀଙ୍କ ଘରକୁ ଯାଉଥିଲେ ଏହି ବାବା । ବିଗତ!-->…