ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ : ରାଜ୍ୟରେ ଦେଢ କୋଟିରୁ ଦୁଇକୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ – ପଦ୍ମନାଭ ବେହେରା
ଫୁଲବାଣୀ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନେତୃତ୍ୱରେ ଦଳ ପୁଣି ସକ୍ରିୟ ହେବାପାଇଁ ଅଣ୍ଟା ଭିଡି ଠିଆ ହେବାକୁ ପ୍ରୟାସ ଆରମ୍ଭ କରିଛି l ରାଜ୍ୟର ସମସ୍ତ!-->…