ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଉଦ୍‌ଘାଟିତ

ଲଦାଖ : ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍‌ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ପରମାଣୁ ଶକ୍ତି ବିଭାଗ (ଡିଏଇ) ସଚିବ ଅଜିତ କୁମାର ମହାନ୍ତି…

ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଜେପି ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ନୂଆଦିଲ୍ଲୀ : ହରିୟାଣାରେ ଐତିହସିକ ବିଜୟ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି। ତାଙ୍କ ସହ ରାଜ୍ୟରେ ସରକାର ଗଠନ ନେଇ ମଧ୍ୟ ସୈନି ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାର ଦଶହରାରେ ଶପଥ ନେବ ବୋଲି…

ହରିୟାଣା ନିର୍ବାଚନର ସାଇଡ ଇଫେକ୍ଟ: କଂଗ୍ରେସକୁ ଝଟକା ଦେଲେ ଅଖିଲେଶ ଯାଦବ

ନୂଆଦିଲ୍ଲୀ :ହରିୟାଣାରେ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ମେଣ୍ଟ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୭ ଆସନ ଜିତିଥିବା ବେଳେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି।ଏପରି ପରାଜୟ ପରେ ପ୍ରଥମେ ଆପ ପରେ ଉଦ୍ଧବ ଠାକରେଙ୍କ ଶିବସେନା…

ସରକାରଙ୍କ ବଡ଼ ଘୋଷଣା: ୨୦୨୮ ଯାଏ ମିଳିବ ପୋଷଣଯୁକ୍ତ ମାଗଣା ଚାଉଳ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୦୨୮ ଯାଏ ଲୋକମାନେ ମାଗଣାରେ ଏହି ଚାଉଳ ପାଇପାରିବେ।ଏଥିପାଇଁ ୧୭,୦୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।…

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ : ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ…

ଫୁଲବାଣୀ ପୌର ପରିଷଦରେ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟର ପ୍ରତିବାଦ…

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ପକ୍ଷରୁ ପଟାଧାରୀ ମାନଙ୍କ ହୋଲଡିଂ ଟିକସ ବଢାଇବାକୁ ଗତ ୨୦-୨୧ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଓଡିଶା ସରକାର ୫ଟି ମହାନଗର ନିଗମ ପାଇଁ ପ୍ରସ୍ତୁତ କରିଥିବା ହୋଲଡିଂ ଟିକସ ଆଇନ ଫୁଲବାଣୀ ପୌର ପରିଷଦରେ ଲଗାଇବାକୁ ଯାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ…

ପୁରୁଣା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳନ…

ମାଲକାନଗିରି, ୯।୧୦ ମାଲକାନଗିରି ଜିଲ୍ଲାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛିା ପୁରୁଣା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତିରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି…

ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଜୁଆ ଖେଳ ପୋଲିସ ର ଚଢାଉ ଧର୍ମକୁ ଆଖିଠାର..!

ପୋଲିସ ଜୁଆ ଖେଳାଇଲେ ଲାଭ ଧରିଲେ ଲାଭ…..! ବ୍ରହ୍ମପୁର: ପୂଜାପାର୍ବଣ ପରମ୍ପରା ଆଳରେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଏବେ ଜୁଆ ଖେଳ ଆରମ୍ଭ ହେଲାଣି। କେତେକ ସ୍ଥାନନରେ ପୋଲିସ ସହ ସଲାସୁତୁରା ହୋଇ ଗୁପ୍ତ ହୋଟେଲ, ଆପାଟ ଟମେଣ୍ଟ, ନିର୍ଜନ ସ୍ଥାନରେ ଗୁପ୍ତଚର ମାନଙ୍କୁ ନିୟୋଜିତ କରି…

ବାବୁମାନଙ୍କ “ଇନ କମିଙ୍ଗ” ପ୍ରବଳ “ଆଉଟ ଗୋଇଙ୍ଗ” ଦୁର୍ବଳ….!

ଆସିକାରେ ଦୁର୍ନୀତି ଚରମ ସୀମାରେ ! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ କ୍ଷେତ୍ରରେ ଆସିକା ଏକ ଚର୍ଚ୍ଚିତ ସହର। ଏଠାରେ ଗତ କିଛି ଦିନ ହେଲା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ବହୁ ମାତ୍ରା ରେ ବଢିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପିସି କାରବାର ରେ ସମ୍ପୃକ୍ତ…