ଦୁଇ ବାଇକ ମୁହାମୁହିଁ ଧକ୍କା ଦୁଇଜଣ ଗୁରୁତର ଜଣେ ଆହତ..
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନସ୍ଥରେ ଥିବା ଗୋପୁର ମୁହାଣୀ ରାସ୍ତାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେଇଥିବାରୁ ଦୁଇ ଜଣ ଗୁରୁତର ଓ ଜଣେ ଆହତ | ମୋଗୋଟୋଲି ପଟୁ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ବୀରମିତ୍ରପୁର ଥାନା ଅନ୍ତର୍ଗତ ବୋନମୁଣ୍ଡା ଦଫେଇ ଅଞ୍ଚଳର ସନ୍ଦୀପ!-->…