ଜଙ୍ଗଲରେ ପଶୁପକ୍ଷୀଙ୍କ ନିମନ୍ତେ ଆବଶ୍ୟକ ଫଳ ବୃକ୍ଷ ଲଗାଯାଉ : ସୋରଡ଼ା ବିଧାୟକ
ସୋରଡ଼ା ବିଧାନ ସଭା ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ ବୈଠକ ଛତ୍ରପୁର : ସୋରଡ଼ା ବିଧାନ ସଭା ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ କମିଟି ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ସଭାଗୃହ ପରିସରରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ଗହଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋରଡ଼ା ବିଧାୟକ ନୀଳମଣି!-->…