ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଏବଂ ପ୍ରତିବାଦ
ବ୍ରହ୍ମପୁର : ଗତ 15 ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କ ସହିତ ପୋଲିସ ଦ୍ୱାରା ଯେଉଁପରି ଅତ୍ୟାଚାର କରାଗଲା ତାହା ଓଡ଼ିଶାରେ ମୋହନ ମାଝୀ ସରକାରଙ୍କ ଶାସନ ବ୍ୟବସ୍ଥା ହୁଗୁଳି ଯାଇଛି ବୋଲି ପ୍ରମାଣିତ କରୁଛି l ଏ ପ୍ରକାର!-->…