‘ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁଛନ୍ତି, ନବୀନଙ୍କ ଭଳି ଚୁପ୍ ନାହାନ୍ତି’

ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ଏବେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେଡି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଖାଲି ସେତିକିରେ କଥା ସରିନି ଶହେ ଦିନର ସରକାରଙ୍କୁ ପ୍ରଶ୍ନର କାଠଗଡାକୁ…

ରାଜ୍ୟ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସମାବେଶ ଓ ବନ୍ଧୁମିଳନ…

ଭଞ୍ଜନଗର : ଭଞ୍ଜନଗରସ୍ଥିତ ଆର.ଏମ.ସି ସମ୍ମିଳନୀ କକ୍ଷରେ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି, ଉପସଭାପତି ଓ ରାଜ୍ୟ ସମ୍ପାଦକ ଗଞ୍ଜାମ ଜିଲ୍ଲା ସମାବେଶ…

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଫୁଲବାଣୀ : ଆଜି ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଶତାଧିକ ଗରିବ, ନିଷ୍ପେସିତ, ଭିନ୍ନକ୍ଷମ ଓ…

ଟ୍ରେନ୍ ଦୁର୍ଘଟଣା ଷଡ଼ଯନ୍ତ୍ର, ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ପୁଣି ଥରେ ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ହୋଇଛି ଷଡ଼ଯନ୍ତ୍ର। ପଥର ଖଣ୍ଡ, କାଠ ଓ ଲୁହା ପ୍ଲେଟ୍‌ ଏବେ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ପୁଣି ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଟ୍ରେନ୍‌ ଅଟକି ଯାଇଛି। ଫଳରେ ଦୁର୍ଘଟଣା…

କାଳିପଲ୍ଲୀ ପଞ୍ଚାୟତରେ ଆୟୁଷ୍ମାନ ସ୍ଵାସ୍ଥ୍ୟ ଆରୋଗ୍ୟ ଶିବିର

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ଚେକ୍ଅଫ୍ ହୋଇଥିବା ବେଳେ ମାଗଣା ଔଷଧ ବିତରଣ କରାଯାଇଛି । ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର କୁ କାଳିପଲ୍ଲୀ ପଞ୍ଚାୟତର ସରପଞ୍ଚ ବି.ଲକ୍ଷ୍ମୀ…

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ମାଲକାନଗିରି : ମାଲକାନଗିରି ସଦର ମହକୁମାସ୍ଥିତ ଡି ଏନ୍ କେ ଖେଳ ପଡ଼ିଆରେ ସୂଚନା - ଶିକ୍ଷା - ସଞ୍ଚାର କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ…

ମାଛ କରିଦେଲା ଲକ୍ଷପତି, ୯ଟି ମାଛର ଦାମ୍ ୧୫ଲକ୍ଷ ଟଙ୍କା

ଜଳେଶ୍ୱର : ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ମାଛ କରିଦେଲା ଲକ୍ଷପତି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଥିଲା ଦାମିକିଆ ମାଛ । ଏହି ଦାମିକିଆ ମାଛର ନାମ…

କୋଇଲା ଖଣିରେ ବିସ୍ଫୋରଣ, ୫୧ ମୃତ

ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସିରେ ବିସ୍ଫୋରଣ…

ନଦୀ ପାର ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପୁରେଶ୍ୱର ମାଝି(୬୫)।ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ…

ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା: ୩ ମହିଳା ଗିରଫ

ଜଳେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଗଛରେ ବାନ୍ଧି ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା । ୩ ମହିଳାଙ୍କୁ ଗିରଫ କଲା ସିଂଲା ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ୬ଜଣ ଫେରାର୍ ଅଛନ୍ତି । ଗତ ୨୦ରେ ମହାପଦା ଅଙ୍ଗନବାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ କିଛି ଲୋକ । ବାଲେଶ୍ୱର ଜିଲ୍ଲା…