ସୁଭଦ୍ରା ପଞ୍ଜିକରଣ କଲେଣି ୭୨ ଲକ୍ଷ ମହିଳା, ୧ କୋଟିରୁ ଅଧିକ ସାମିଲ ହେବେ
ଭୁବନେଶ୍ବର: ଏଯାବତ ସୁଭଦ୍ରାରେ ଭରିଲେଣି ୭୨ ଲକ୍ଷ ମହିଳା । ମୋଟ ୧ କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।
ତେବେ ଆଜି ବହୁ ପ୍ରତିକ୍ଷିତ!-->!-->!-->…