ରାଏବଗା ଥାନା ସମ୍ମୁଖରେ ଥିବା ଚୋକ୍ଲେଟ ଦୋକାନରୁ ଚୋରୀ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନାରୁ ମାତ୍ର ୩୦ ମିଟର ଦୂରରେ ଥିବା ଗୋଟାଏ ଛୁଆଙ୍କ ଖାଇବା ସାମଗ୍ରୀ ଚୋକଲେଟ ଦୋକାନରୁ ଚୋରି | ଦୋକାନ ମାଲିକଙ୍କ କହିବା ଅନୁଯାୟୀ ଗତ କାଲି ୮ ଟା ସମୟରେ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ | ଆଜି ସକାଳ ପ୍ରାୟ ୭ ଟା ବେଳକୁ ଆସି ଦୋକାନର…

ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ନାହିଁ : ଭର୍ତ୍ତୃହରି

କଟକ: ଏବେ ଜୋରଦାର ତେଜିବାରେ ଲାଗିଛି ରେଭେନ୍ସା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଉକ୍ତି ଏବେ ପୂରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ଯୁକ୍ତି ବାଢୁଛନ୍ତି ବିଭିନ୍ନ ବ୍ୟକ୍ତି…

ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ମନା

ଭୁବନେଶ୍ବର: ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ତାହା ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଠିକ୍ ସେହିପରି ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ…

ଗଣେଶ ଭସାଣିରେ ଅଘଟଣ: ବୁଡିଗଲେ ୪ ଛାତ୍ର, ୨ ନିଖୋଜ

ବାରିପଦା: ବାରିପଦାରେ ବଡ ଅଘଟଣ । ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଗଣେଶ ଭସାଣି ଦେଖିବାକୁ…

ଦାଶରଥି ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ

ଉମରକୋଟ : ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦ ତରଫରୁ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ସତେଇଶିତମ ଶ୍ରଦ୍ଧାଞ୍ଜଳି ସମାରୋହ ପରିଷଦର ସମ୍ମିଳନୀ କକ୍ଷରେ ଗତ କାଲି ୧୨/୦୯/୨୦୨୪ ରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି…

ମଦ, ବାଲି ଓ ଖଣି ମାଫିଆ ଙ୍କ ଉପରେ ପ୍ରଶାସନ ର ଚଢାଉ ଧର୍ମକୁ ଆଖିଠାର ନା ଦଶହରା ଗୁଆ ଦେବା ପର୍ବ ଆରମ୍ଭ ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପରମ୍ପରା ଆଳରେ ଦଶହରା ମାମୁଲି ନେବା ଏକ ଅଭ୍ୟାସ ହୋଇଯାଇଛି। ଆଉ ସ୍ୱଳ୍ପ ଦିନ ପରେ ଦଶହରା ପର୍ବ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ଓ ପୋଲିସ ବାବୁ ମାନେ ଚିକିଟି ମଦ ମୃତ୍ୟୁ ପରେ ଆଉ ଚୋରା ମଦ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ ବନ୍ଦ…

କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ବାର୍ଷିକ ମହୋତ୍ସବ ଧୁମଧାମରେ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ପଞ୍ଜୀକୃତ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ବରେ ମହା ସମାରୋହରେ ପାଳିତ ହୋଇଯାଇଛି l ସଭାପତି ଶ୍ରୀ ବେହେରା ଅତିଥି ମାନଙ୍କୁ ସ୍ଵାଗତ…

ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ପାଇଁ ମାଲକାନଗିରି ରେ ଆଦିବାସୀଙ୍କ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତଥା ଜିଲ୍ଲାର ସମସ୍ତ ଆଦିବାସୀ ସମାଜ, ମହାଗ୍ରାମ ସଭା, କାଲିମେଳା, ପଡିଆ ମିଶି ଏକ ସ୍ମାରକ ପତ୍ର ପ୍ରଦାନ ଅପିଲ କରିଛନ୍ତି। ଏନେଇ ଆଜି ମାଲକାନଗିରି ସହର ଜନ ସମୁଦ୍ର ପାଲଟିଛି। ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ…

ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ….

-- ମିଛ ଫୋନ୍ କଲ୍ ଏବଂ କେୱାଇସି ଅପରାଧରୁ ଦୂରେଇ ରହିବାକୁ ସତର୍କ କରିଛି କମ୍ପାନୀ-- ସନ୍ଦେହଜନକ ମେସେଜ କିମ୍ବା କଲ୍ ଆସିଲେ, ଟିପିଏସ୍ଓଡିଏଲ୍ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବା ପାଇଁ ଗ୍ରାହକଙ୍କୁ ଅନୁରୋଧ ବ୍ରହ୍ମପୁର, ସେପ୍ଟେମ୍ବର, ୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ…