ବିଲ୍ଡରଙ୍କୁ ଯୋଗୀଙ୍କ ଛାଟ: ବକେୟା ପୈଠ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ନୋଏଡା: ନୋଏଡାରେ ଫ୍ଲାଟ କ୍ରେତାମାନଙ୍କର ପଞ୍ଜିକରଣ କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫ୍ଲାଟ କ୍ରେତାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବାକୁ ଏବଂ ଫ୍ଲାଟ କ୍ରେତାଙ୍କ ପଞ୍ଜିକରଣରେ ଅବହେଳା କରୁଥିବା ବିଲ୍ଡରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା…

ରାହୁଲ ଗାନ୍ଧିଙ୍କ ‘ମିସ୍ ଇଣ୍ଡିଆ’ ବୟାନ୍, ‘ବାଳକ ବୁଦ୍ଧି’ କହି କଟାକ୍ଷ କଲେ କିରଣ…

ନୂଆଦିଲ୍ଲୀ : "ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।" ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ଏହା ସାସଂଦ (ରାହୁଲ ଗାନ୍ଧି)ଙ୍କ ବାଳକ ବୁଦ୍ଧି…

କେନ୍ଦ୍ର ସରକାରଙ୍କ ନୂଆ ପେନସନ ଯୋଜନା, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର…

ନବରଙ୍ଗପୁର ପାପଡାହାଣ୍ଡି ଟୁରି ନଦୀ ନିକଟରେ ସହୀଦ ଦିବସ ପାଳିତ…

ନବରଙ୍ଗପୁର : ଅଗଷ୍ଟ ବିପ୍ଳବ ର ମୁକସାକ୍ଷୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସ ର ଦ୍ଵିତୀୟ ଜାଲିଆନାଵାଲାବାଗ ରୂପେ ପରିଚିତ ନବରଙ୍ଗପୁର ର ପାପଡ଼ାହାଣ୍ଡିରଟୁରୀନଦୀ ନିକଟସ୍ଥ ଶହୀଦ ମୀନାର ଠାରେ ପବିତ୍ର ଶହୀଦ ଦିବସ ପାଳନ କରାଯାଇଛି। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ୧୯୪୨ ଅଗଷ୍ଟ…

କୋଷାଗୁମୁଡା ବ୍ଲକର ବିଭିନ୍ନ ଗାଁରେ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଡାଉ,୩ ଗିରଫ, ବ୍ୟାପକ ପରିମାଣର ମହୁଲ ପୋଚ ଦେଶୀ…

ନବରଙ୍ଗପୁର : କୋଷାଗୁମୁଡା ବ୍ଲକର ଚିରମା, ଚୁରାହାଣ୍ଡି, ଗାଦଵାଗୁଡା ଧୁଡକାଗୁଡ଼ା ଅଂଚଳରେ ଅବକାରୀ ବିଭାଗ ଓ ପୁଲିସ ର ମିଳିତ ଚଢାଉ କରି ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ରନ୍ଧା ମହୁଲ ମଦ ଜବତ ହୋଇଛି ! ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା…

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ସହ ବୁଲେଟ ଚୋରୀ, ଥାନାରେ ଏତାଲା

ହିଞ୍ଜିଳିକାଟୁ : ଶେରଗଡ ବ୍ଳକ ଡେଙ୍ଗାପଦର ଗ୍ରାମ ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ରାମକୃଷ୍ଣ ପୋଲାଇଙ୍କୁ ୨ ମୁଖାଧାରୀ ଦୁବୃର୍ତ୍ତ ଆକ୍ରମଣ କରିବା ସହ ବୁଲେଟ ବାଇକ୍ (ଓଡି୦୭ଏଏମ ୪୩୮୨)କୁ ଲୁଟି ନେଇଥିବା ନେଇ ରାମକୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି…

ସାଇକେଲକୁ ଧକ୍କା ଦେଲା ବାଇକ୍, ୩ ଆହତ

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ସାଇକେଲ ସହ ବାଇକ୍ ଧକ୍କା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଭାଲିଆଗୁଡାର କାଳିଆ ଦଳାଇ (୨୬), ବ୍ରହ୍ମପୁରର ଶୁଭମ ପାତ୍ର (୨୪) ଓ ପୋଲସରାର ଶ୍ରୀତମ ପାତ୍ର (୨୩) । ସ୍ଥାନୀୟ ଲୋକେ ଆହତଙ୍କୁ…

ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ତେଜିଲା

ଫୁଲବାଣୀ : ରାଜ୍ୟରେ ଗତ ୬ ବର୍ଷ ଧରି ପୂର୍ବତନ ବିଜେଡି ସରକାର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଛାତ୍ର ଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଚାପିବା ପାଇଁ ଚେଷ୍ଟା କରିଥିବା ବେଳେ ରାଜ୍ୟରୁ ରାଜନୀତିରେ ନୂତନ ନେତୃତ୍ୱ ବିକାଶ ପାଇଁ ମଧ୍ୟ ବାଧକ ସାଜିଥିଲେ । ବର୍ତ୍ତମାନ…

ପଶ୍ଚିମବଙ୍ଗ ଡାକ୍ତର ଅଭୟାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ବିଧାନ କରିବା ପାଇଁ କାଣ୍ଡେଲ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଓ…

ମାଲକାନଗିରି,୨୪।୮ ପଶ୍ଚିମବଙ୍ଗ କୋଲକାଟା ଠାରେ ଆର୍‌.ଜି. କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଦୋଷୀଙ୍କ ବିରୁଦ୍ଧରେ କଟୋରରୁ କଟୋର ଦଣ୍ଡ ଦେବାପାଇଁ ସାରା ଦେଶରେ ପ୍ରତିବାଦ ଏବଂ ଦାବି ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ…

ଆଦିମ ଜନଜାତିଙ୍କ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଡିଡାଇ ଆଦିମଜନଜାତିଙ୍କ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ ହେବା ସହିତ ୩ଟି ଆଦିମ ଜନଜାତି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଆଜି ଏ ସମ୍ପର୍କ ରେ ସମନ୍ୱନୀତ ଆଦିବାସୀ ଉନ୍ନୟନ ସଂସ୍ଥା…