ପଶ୍ଚିମବଙ୍ଗ ଡାକ୍ତର ଅଭୟାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ବିଧାନ କରିବା ପାଇଁ କାଣ୍ଡେଲ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଓ ଏସ୍‌.ପିଙ୍କୁ ଦେଲେ ଦାବିପତ୍ର

add-all

ମାଲକାନଗିରି,୨୪।୮ ପଶ୍ଚିମବଙ୍ଗ କୋଲକାଟା ଠାରେ ଆର୍‌.ଜି. କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଦୋଷୀଙ୍କ ବିରୁଦ୍ଧରେ କଟୋରରୁ କଟୋର ଦଣ୍ଡ ଦେବାପାଇଁ ସାରା ଦେଶରେ ପ୍ରତିବାଦ ଏବଂ ଦାବି ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରଦିବାଜଦ କରି ଆସୁଛନ୍ତିା ଏହି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ସତ୍ୟନାରାୟଣ ନରସିଙ୍ଗ କଲେଜ ର ୪୦୦ରୁ ଉର୍ଧ ଛାତ୍ରୀ ମାନେ ଆଜି ଏକ କାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇବା ସହ ଜିଲ୍ଲାପଳ ଓ ଏସ୍ପିପଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା କଲେଜର ସମ୍ପାଦିକା ମମତା ପାଣିଗ୍ରାହିଙ୍କ ନେତୃତ୍ୱରେ ଛାତ୍ରୀ ମାନେ ବସଷ୍ଟାଣ୍ଡ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାଣ୍ଡେଲ ରାଲି କରି ସେଠାରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥଇଲୋ ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରିୁ ମଖ୍ୟ ରାସ୍ତା ଦେଇ ଏସ୍‌.ପି.ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.