ମଦମୃତ୍ୟୁ ପରିବାରକୁ ଭେଟିଲେ ଶାସକ ବିଜେପି ବିଧାୟକ ଓ କଂଗ୍ରେସ ବିଧାୟକ ନେତା

ଚିକିଟୀ : ଚିକିଟୀ ଜେନାପୁର ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ଜୁର ବେହେରା ଓ ଲୋକନାଥ ବେହେରା ଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ଆଇନ ଅନୁଯାୟୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉପଯୁକ୍ତ ଚିକିତ୍ସା ଉପରେ…

ଜେନାପୁର ମଦ ମୃତ୍ୟୁ ମନୁଷ୍ୟ କୃତ, ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା

ଚିକିଟୀ : ଚିକିଟୀ ଓ ପାତ୍ରପୁର ବ୍ଲକ ରେ ନିଶା କାରବାର ର ଏକ ବିରାଟ ରାକେଟ ଭେଣ୍ଡର ମାନଙ୍କ ଜରିଆରେ ବ୍ୟବସ୍ଥିତ ହୋଇଛି। ରାଜନୈତିକ ଇଚ୍ଛା ଶକ୍ତି ଅଭାବ ଫଳ ର ଏହା ସମ୍ପ୍ରସାରିତ ହେବାରେ ସୁବର୍ଣ୍ଣ ସୁଯୋଗ ମିଳିଥିବା ବେଳେ ସୀମା ବାହାରେ ବିକ୍ରି ଯୁବ ଶକ୍ତି କୁ ବିପଥଗାମୀ କରିଛି।…

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ।

ଫୁଲବାଣୀ : ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୮ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ…

+୩ ନାମଲେଖାରେ ପରିବର୍ତ୍ତନ: ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ୨ୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ

ଭୁବନେଶ୍ୱର : ୩ ନାମଲେଖାକୁ ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ବି ନାମଲେଖା ପାଇଁ କରିପାରିବେ ଆବେଦନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।…

ପ୍ରବଳ ବର୍ଷିବ: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ରହିଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନିଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। …

ବାଦଲଫଟା ବର୍ଷା: ୧୧ ମୃତ, ବନ୍ୟାରେ ଭାସିଯାଇ ୧୪ ନିଖୋଜ

ବେଜିଂ: ବାଦଲଫଟା ବର୍ଷା ଚୀନ୍‌ର ଲିଆଓନିଂ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବିପର୍ଯ୍ୟୟରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ନିଖୋଜ ଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁ ବହୁ କୋଠା ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଲିଆଓନିଙ୍ଗ ପ୍ରଦେଶର…

ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ। ବିଗତ ଦିନରେ ଫେଲ୍ ମିଶନ ଆଗାମୀ ଦିନରେ ସଫଳ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମକୁ ସୂଚନା ଦେଇ ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓୟୁଏଟି ଉତ୍ସବରେ ସଫଳ…

ରାଜ୍ୟରେ ଡାନ୍ସବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର, ଦାବି କଲେ ଭୁବନେଶ୍ବର ଡାନ୍ସବାର ସଂଘ

ଭୁବନେଶ୍ୱର : ରାଜ୍ୟରେ ଡାନ୍ସ ବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର । ପ୍ରେସମିଟରେ ଦାବି କରିଛି ଭୁବନେଶ୍ବର ଡାନ୍ସ ବାର ସଂଘ । ସରକାର କଥା ଠିକ୍ ଭାବେ ବୁଝୁ ନଥିବା ଅଭିଯୋଗ କରିଛନ୍ତି । ବାର ମାଲିକମାନେ ସବୁ ସର୍ତ୍ତାବଳୀ ପାଳନ କରୁଛନ୍ତି । କିନ୍ତୁ ସରକାରଙ୍କ…

ଏସିଆନ କରାଟେ କ୍ୟାଡେଟରେ ପଦକ ଜିତି ଇତିହାସ ରଚିଲେ ଆଲିଷା

ଭୁବନେଶ୍ୱର: ଓଡିଶାର କରାଟେ ଗର୍ଲ ଭାବେ ପରିଚିତ ଆଲିଷା ସୁବୁଦ୍ଧି ଏସିଆନ କ୍ୟାଡେଟ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଫିଲିପାଇନ୍ସର ଅନୁଷ୍ଠିତ ଏହି ଚାମ୍ପିୟନଶିପର ଜୁନିୟର ଓ ୨୧ ବର୍ଷରୁ କମ କ୍ୟାଡେଟ କାଟା ଚାମ୍ପିୟନଶିପରେ ସେ ଏହି କମାଲ କରିଛନ୍ତି । ୧୪ ବର୍ଷୀୟା ଆଲିଷା…

କଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅଭିଯାନ, ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ସୋପୋରର ରାଫିଆବାଦରେ ସୁରକ୍ଷାବଳ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୋପୋର ପୁଲିସ ଓ ୩୨ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନରେ ଏହି ଅପରେସନ କରାଯାଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।…