ଜାପାନୀ ସଂସ୍ଥା ସହ ୬୭ ହଜାର କୋଟି ଟଙ୍କାର ଚୁକ୍ତି, ରାଜ୍ୟରେ ସୃଷ୍ଟି ହେବ ୭୬୦୦ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ । ରାଜ୍ୟରେ ସବୁଜ ଅର୍ଥନୀତିର ବିକାଶ ପାଇଁ ଓଡ଼ିଶା ସରକାର ଜାପାନର ପ୍ରତିଷ୍ଠିତ IHI Corporation ଏବଂ ACME ଗ୍ରୁପ୍ ସହ ଏକ ସହଯୋଗ ପତ୍ର ବା MoC ସ୍ୱାକ୍ଷର କରିଛନ୍ତି…

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତଦେହ ଛୁଇଁଲେନି ଜାତି ଭାଇ

ପାଟଣାଗଡ଼: ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ଶବ ଛୁଇଁଲେନି ଜାତି ଭାଇ । ଶବ ସତ୍କାର କଲେ ସ୍ବେଛାସେବୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ତୁଳସୀଡୁଙ୍ଗୁରି ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବୃଦ୍ଧ ଜଣକ ହେଲେ…

ପୋଡ଼ମପେଟା ଗାଁରେ କୂଳ ଲଙ୍ଘୁଛି ସମୁଦ୍ର, ଭୟଭୀତ ଗ୍ରାମବାସୀ

ଛତ୍ରପୁର : ସମୁଦ୍ର ଆଁରେ ଗାଁ । ଭୟଭୀତ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ଗାଁଲୋକଙ୍କ ସହ ଜିଲ୍ଲାପାଳଙ୍କ ବୈଠକ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇଛି । ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘୁଛି । ପୋଡ଼ମପେଟା ସମେତ ୧୭ ଖଣ୍ଡ ଗାଁ ସମୁଦ୍ର ଗର୍ଭରେ…

ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । …

ଧର୍ମ ପରିବର୍ତ୍ତନ କରିବାରୁ ବୃଦ୍ଧଙ୍କୁ କବର ପାଇଁ ମିଳିଲାନି ଶ୍ମଶାନ

ରାୟଗଡା: ଧର୍ମ ପରିବର୍ତ୍ତନ ପାଇଁ ମିଳିଲାନି ଶ୍ମଶାନ । ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନିୟ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ସୂଚନାରୁ ଜଣାପଡିଛି…

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା : ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ । ଝାରସୁଗୁଡ଼ା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଝାରଖଣ୍ଡର ସୃଜନ କୁମାର । ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ…

ପ୍ରବଳ ବର୍ଷାରେ ଜଳବନ୍ଦୀ ସ୍ଥିତି, ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମ ବନ୍ୟା

ବଲାଙ୍ଗିର: ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ସହରର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ ପାଣି ଜମି ରହିଥିଲା । ସହର ମଧ୍ୟରେ କେଉଁଠି ଡ୍ରେନ୍ କାମ ଚାଲିଛି ତ କେଉଁ…

ଧାରଣାରେ ଡାକ୍ତର, ବ୍ୟବଚ୍ଛେଦ ହୋଇନପାରି ପଡ଼ିରହିଲା ନାବାଳକର ମୃତଦେହ

ଯୋଡ଼ା : ଧାରଣାରେ ଡାକ୍ତର, ହୋଇପାରୁନି ପୋଷ୍ଟମର୍ଟମ । ୨୪ ଘଣ୍ଟାରୁ ଅଧିକ ସମୟ ହେବ ଯୋଡ଼ା ହସ୍ପିଟାଲ୍ ରେ ପଡ଼ିରହିଛି ନାବାଳକର ମୃତଦେହ । ସୁନ୍ଦରଗଡ଼ କୋଇଡା ଥାନା ମାଲଦା ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଦୁର୍ଘଟଣା ଘଟିଥିଲା । ସଂରକ୍ଷିତ ଜଙ୍ଗଲରେ ଚୋରା…

SIR ପରିଚାଳନା ପାଇଁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ୧୦ ବରିଷ୍ଠ IAS ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର ୧୦ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ (Electoral Roll Observer) ଭାବେ ନିଯୁକ୍ତ…

ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ନବୀନ-ପାଣ୍ଡିଆନଙ୍କୁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ…