ଲେଡିଜ ହଷ୍ଟେଲରେ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ଭୁବନେଶ୍ବର: ଭୁବନେଶ୍ବର: ଲେଡିଜ ହଷ୍ଟେଲରେ ହଙ୍ଗାମା । ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ହଙ୍ଗାମା ଦେଖାଦେଇଛି । ହଷ୍ଟେଲ ମାଲିକାଣୀ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିବା!-->…