ହଳଦିଆ ରିଫାଇନାରୀ ପାଇପଲାଇନରେ ଅଗ୍ନିକାଣ୍ଡ:୧୫ ଶ୍ରମିକ ଆହତ
କୋଲକାତା: ବଙ୍ଗଳାର ପୂର୍ବ ମେଦିନୀପୁର ଜିଲ୍ଲାରେ ଥିବା ହଳଦିଆ ରିଫାଇନାରୀ (ହଳଦିଆ ପେଟ୍ରୋକେମିକାଲ୍ସ)ର ନାଫ୍ଥା ଯୋଗାଣ ପାଇପଲାଇନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ!-->!-->!-->…