ଦେଶୀ ମଦଭାଟି ବନ୍ଦ ଦାବିରେ ସାରା ରାତି ବର୍ଷାରେ ଧାରଣାରେ ବସିଲେ ଗ୍ରାମବାସୀ

ସୁନ୍ଦରଗଡ଼ : ଦେଶୀ ମଦଭାଟି ବନ୍ଦ ଦାବିରେ ଆନ୍ଦୋଳନ। ବର୍ଷାରେ ସାରା ରାତି ଧାରଣାରେ ବସିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ ଆସି କଥା ହେଲେ ବି ଜିଦରେ ଅଟଳ ଗ୍ରାମବାସୀ । ମଦଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲିଠୁ

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ୪ଘଣ୍ଟା ବନ୍ଦ ରହିବ ଦର୍ଶନ। ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ନୀତିକାନ୍ତି ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ ଦର୍ଶନ। ସର୍ବସାଧାରଣ ଦର୍ଶନ ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ

ଆସିକା ଅଞ୍ଚଳ ରେ କଙ୍ଗାରୁ କୋର୍ଟ..! :ମହିଳା ଙ୍କ ସହିତ ତାଙ୍କ ପୁଅ ଓ ଅନ୍ୟ ଦୁଇ ଜଣ କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି…

ବ୍ରହ୍ମପୁର : ଆସିକା ବ୍ଳକ କୋଟିନଡ଼ା ଥାନା ଭେଟ୍ଟନଇ ଗ୍ରାମ ର ଧୋବା ସାହି ରେ ଗତ ଦୁଇ ଦିନ ପୂର୍ବେ ମହିଳା ଜଣକୁ ତାଙ୍କ ପୁଅ ସହିତ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ ମାଡ଼ ମାରିବା ସହିତ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିଥିବା ବେଳେ ପୋଲିସ ପହଞ୍ଚି ସମସ୍ତ ଙ୍କୁ ଉଦ୍ଧାର କରିଛି। ସାହିରେ

ଆର୍ମେନିଆ, ଆଜରବୈଜାନ ଦେଇ ନିଜ ଦେଶକୁ ଫେରୁଛନ୍ତି ଇରାନରେ ଫସିଥବା ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇରାନରେ ଅଟକିଥିବା ଭାରତୀୟମାନେ ବର୍ତ୍ତମାନ ଆର୍ମେନିଆ ଓ ଆଜରବୈଜାନ ସୀମା ଦେଇ ଇରାନ ଛାଡୁଥିବା ଜଣାପଡିଛି। ସୋମବାର ସୁଦ୍ଧା ୫୫୦ ଭାରତୀୟ ଇରାନ ସୀମା ଅତିକ୍ରମ କରି ଆର୍ମେନିଆରେ ପହଞ୍ଚିଥିବାବେଳେ ୯୦ ଭାରତୀୟ ଆଜରବୈଜାନରେ ପହଞ୍ଚିଥିବା ନେଇ ବିଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଫଟୋ ଓ ଭିଡିଓ ଅପ୍‌ଲୋଡ ଅଭିଯୋଗ: ୟୁଏଇରେ ୧୯ ଭାରତୀୟ ଗିରଫ

ଆବୁଧାବି: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଫଟୋ, ଭିଡିଓ ଅପ୍‌ଲୋଡ କରୁଥିବା ଅଭିଯୋଗରେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ସରକାର ମୋଟ ୩୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଭାରତୀୟ ସାମିଲ ଅଛନ୍ତି। ପ୍ରଥମ ଦଫାରେ ୧୦ ଜଣଙ୍କୁ ଏବଂ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ:୨୯୧ ଆସନରେ ପ୍ରାର୍ଥୀ ଘୋଷଣା କଲା ଟିଏମସି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ ଏବଂ ଏପ୍ରିଲ୍ ୨୯ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ସୋମବାର ବିଜେପି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଟିଏମସି ୨୯୧ ବିଧାନସଭା

LPG ପାଇଁ ନିଜେ ଘରେ ବସି କରିପାରିବେ e-KYC

ନୂଆଦିଲ୍ଲୀ : LPG ଗ୍ରାହକଙ୍କ ପାଇଁ e-KYC କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । କେବଳ ଅନଧିକୃତ LPG ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ e-KYC କରିବା ଦରକାର ନାହିଁ । ଯେଉଁ ଏଲପିଜି ଉପଭୋକ୍ତା e-KYC

ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ଶିଶୁର ବୟସ ଯାହା ହେଉ, ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି । ଏବେ ବଡ଼ ପିଲାଙ୍କୁ ଗ୍ରହଣ କଲେ ବି

ଦିଲ୍ଲୀରେ ଭୁଶୁଡିଲା ପାଦଚଲା ଓଭରବ୍ରିଜ, ଭାସିଗଲେ ମହିଳା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ବଡ଼ ଅଘଟଣ । ରୂପ ନଗର ଅଞ୍ଚଳରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିପଡିଛି । ଏହି ଘଟଣାରେ ଜଣେ ମହିଳା ନାଳରେ ଭାସିଯାଇଥିବା ଜଣାପଡିଛି । ମହିଳାଙ୍କୁ ଖୋଜାଚାଲିଛି । ଖବର ମୁତାବକ, ଦିଲ୍ଲୀ ଅଗ୍ନିଶମ ସେବା ନିକଟକୁ ସକାଳ ୯.୩୦ ମିନିଟରେ ଓଭରବ୍ରିଜ ଭୁଶୁଡିବା

ୟୁଏଇ ଉପରେ ଇରାନର ଆକ୍ରମଣ ଭୟ, ବିମାନ ଚଳାଚଳ ଠପ୍

ନୂଆଦିଲ୍ଲୀ: ଇରାନ ଯୁଦ୍ଧର ବଡ଼ ପ୍ରଭାବ । ୟୁଏଇ ଉପରେ ଇରାନର ଆକ୍ରମଣ ଭୟ । ଆକାଶପଥ ସମ୍ପୂର୍ଣ୍ଣ ବନ୍ଦ, ବିମାନ ଚଳାଚଳ ଠପ୍ । ସବୁ ବିମାନ ବାତିଲ୍! ଇରାନ ପକ୍ଷରୁ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ ଆଶଙ୍କାରେ ସଂଯୁକ୍ତ ଆରବ ଏମିରେଟ୍ସ ନିଜର ସମସ୍ତ ଆକାଶପଥକୁ ସାମୟିକ ଭାବେ ବନ୍ଦ କରିଛି।