ଏଲଓପି ନିଯୁକ୍ତିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ଟିଏମସି

କଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ଚାଲେଞ୍ଜ କରି ତୃଣମୂଳ କଂଗ୍ରେସ (ଟିଏମସି) ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଯୋଜନା କରିଛି। ଟିଏମସିର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କୁ ଏଲଓପି ଭାବେ ନିଯୁକ୍ତି ଦେବା ନେଇ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କ…

ମଣିପୁରରେ ପୁଣି ହିଂସା; ୩ ମୃତ

ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀଙ୍କୁ ଗୁଳିମାଡ଼ରେ ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର ପୋଡ଼ି…

ଇଣ୍ଡି ମେଣ୍ଟରେ ଫାଟ: ଜୁନ୍‌ ୮ରେ କଂଗ୍ରେସ ଡାକିଥିବା ବୈଠକରେ ଯୋଗ ଦେବନି ସିପିଆଇଏମ୍‌ ଓ ଜେଏମ୍‌ଏମ୍‌

ନୂଆଦିଲ୍ଲୀ: ଜୁନ୍ ୮ ତାରିଖରେ କଂଗ୍ରେସ ଦ୍ୱାରା ଡକାଯାଇଥିବା ଇଣ୍ଡି ମେଣ୍ଟ ବୈଠକକୁ ଡିଏମକେ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ, ବିରୋଧୀ ମେଣ୍ଟରେ ନୂତନ ଫାଟ ଦେଖାଦେଇଛି। ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) କଂଗ୍ରେସ ନେତୃତ୍ୱଙ୍କ କାର୍ଯ୍ୟଶୈଳୀ ଉପରେ…

ବାଇକ-କାର୍ ଧକ୍କାରେ ୫ ମୃତ

ଗୁଜରାଟ : ମୋରବିର ହଲବଦ ଅଞ୍ଚଳରେ ଚରାଡବା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ବାଇକରେ ଥିବା ଜଣେ ଘଟଣାରେ ଗୁରୁତର ରହିଛନ୍ତି । ଖବର ମୁତାବକ, ସଡ଼କ ଦୁର୍ଘଟଣାରେ କାରରେ ଥିବା ୭ ଜଣ ଲୋକ ରହିଥିଲେ । ସମସ୍ତେ ହଲବଦ ଗାଁର । ସମସ୍ତେ କୌଣସି…

ପଶ୍ଚିମବଙ୍ଗରେ ଚାଲିବ ବୁଲେଟ୍‌ ଟ୍ରେନ୍‌ : ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କୋଲକାତା: ପଶ୍ଚିମବଙ୍ଗ ରେ ଚାଲିବ ବୁଲେଟ ଟ୍ରେନ୍‌। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଘୋଷଣା କରିବା ସମୟରେ ଏହି ଘୋଷଣା କରିଛନ୍ତି। ଭାରତର ଉତ୍ତର ପୂର୍ବର ଦ୍ବାର ପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ୍‌ ଟ୍ରେନ୍‌ ସେବା ଆରମ୍ଭ କରିବାକୁ…

ପିକ୍ଅପ୍-ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୧୫ ଗୁରୁତର

ପଞ୍ଜାବ : ପଞ୍ଜାବ ଫିରୋଜପୁର ଫାଜିଲ୍କା ରୋଡରେ ଟ୍ରକ ଏବଂ ପିକଅପ୍ ଧକ୍କା ହେବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ…

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ

ନୂଆଦିଲ୍ଲୀ:ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ…

କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍ ଏବଂ ଡ୍ରୋନ୍ ବାହିନୀ ପୁଣି ଥରେ ଆକ୍ରମଣ କରିଛି । ଏହା ପରେ ଦେଶରେ ସାଇରନ୍ ବାଜି ଉଠିଥିଲା…

ଉଦଘାଟନର ୧୭ଦିନ ପରେ ବି ଖୋଲୁନି ରବି ମଣ୍ଡି ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ନୂଆପଡା : ନୂଆପଡ଼ା ଜିଲ୍ଲାରେ ଜିଲାରେ ଗତ ମେ ମାସ ୨୦ତାରିଖରୁ ରବି ମଣ୍ଡି ଉଦ୍ଘାଟନ ହୋଇ ଥିଲେ ମଧ୍ୟ ଆଜକୁ ୧୭ଦିନ ପରେ ମଧ୍ୟ ଜିଲ୍ଲାରେ କୌଣସି ମଣ୍ଡି ଖୋଲି ପାରି ନାହିଁ।ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ରହିଛି।ସୂଚନା ମୁତାବକ ଗତ ମାସ ୫ ତାରିଖ ରେ ଅନୁଷ୍ଠିତ ଜିଲ୍ଲା କ୍ରୟ…

ଜେଲରୁ ଫେରି ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା

ଭୁବନେଶ୍ୱର : ଜେଲରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା। ରାଜସ୍ୱ ବିଭାଗର ଉପ ସଚିବ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୨୧ ବ୍ୟାଚର ଏହି ଆଇଏଏସ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କଳାହାଣ୍ଡି ଧର୍ମଗଡର ସବ କଲେକ୍ଟର ଥିବା ବେଳେ ତାଙ୍କ…