ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଜଗମୋନୀଙ୍କ ଘର, ୮ ପ୍ରାଣୀ କୁଟୁମ୍ବ ଏବେ ନିରାଶ୍ରୟ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡ଼ା ପଞ୍ଚାୟତରେ ଏକ ଦୁଃଖଦାୟକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ଅସହାୟ ଗରିବ ପରିବାର ନିଜର ସର୍ବସ୍ୱ ହରାଇ ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ଚୁଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।…

ମୋଦିଙ୍କ ଇନ୍ଧନ ବଚାଓ ନାରା ଆସିକା ରେ ଫେଲ …

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଇନ୍ଦ୍ର ଚନ୍ଦ୍ର ମାନୁନଥିବାର ନଗ୍ନ ନମୁନା ଆଜି ଆସିକା ରେ ଦେଖିବାକୁ ମିଳିଛି। ରାଜ୍ୟରେ ବିଜେପି ସରକାର ହେବାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ସକାଶେ ସହ ସହ ବିଜେପି କର୍ମୀ ମାନଙ୍କ ସହିତ ଆସିକା ବିଧାୟକ ଏକ ରାଲିର ଆୟୋଜନ କରିଥିବା ଲକ୍ଷ…

ସିବିଏସଇ ରି-ଇଭାଲ୍ୟୁସନ ପୋର୍ଟାଲରେ ସାଇବର ଆଟାକ୍

ନୂଆଦିଲ୍ଲୀ : ସିବିଏସଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାଇବର ଆଟାକ୍ । ବୋର୍ଡ ତରଫରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି କି, ପୋର୍ଟାଲରେ ମନ୍ଦ ଉଦ୍ଦେଶ୍ୟରେ ଲୋକମାନେ ସାଇବର ଆଟାକ୍ କରି ସର୍ଭିସରେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମ ସିଷ୍ଟମ ପୂର୍ବରୁ ଏଭଳି ଆଟାକରୁ…

ଓଲଟି ପଡିଲା ବସ୍, ୨ ମୃତ ଓ ଅନେକ ଯାତ୍ରୀ ଆହତ

ରାଜସ୍ଥାନ : ଆଜି ସକାଳେ ରାଜସ୍ଥାନର ବାରା ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ଛୋଟ ଶିଶୁ କନ୍ୟା ସମେତ ୨ ଜଣଙ୍କର ମୃତ୍ୟୁ ଘଟିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବସଟି ଯାତ୍ରୀଙ୍କୁ ନେଇ କୋଟାରୁ କାନପୁର ଯାଉଥିବାବେଳେ ଏହି…

ଆସନ୍ତା ୪ରେ କେରଳମ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୪ରେ କେରଳମ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ରେ କେରଳମ୍ ଛୁଇଁବା ନେଇ ଆଇଏମଡି ଆକଳନ କରିଛି । ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଆରବସାଗର ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜର ବିଭିନ୍ନ ସ୍ଥାନକୁ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ…

ସିଲିଣ୍ଡର ଫାଟି ଭୁଶୁଡି ପଡିଲା କୋଠା, ଚାପି ହୋଇଗଲେ ୬ ଲୋକ

ନୂଆଦିଲ୍ଲୀ : ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ଏକ ବିଲିଡିଂ ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ଏହା ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି…

ଆମେରିକାରେ ଅବୈଧ ଭାବେ ରହୁଥିବା ୩୦ ଭାରତୀୟ ଟ୍ରକ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ : ଆମେରିକୀୟ ଏଜେନ୍ସୀ ଅବୈଧ ଭାବେ ରହୁଥିବା ୩୦ରୁ ଅଧିକ ଭାରତୀୟଙ୍କ ଗିରଫ କରିଛି । ଏମାନେ ବେଆଇନ ଭାବେ ରହି ବ୍ୟବସାୟିକ ଟ୍ରକ୍ ଚଲାଉଥିଲେ । ଆମେରିକା ଫେଡେରାଲ୍ ଏଜେନ୍ସି ପକ୍ଷରୁ ଚଲାଇଯାଇଥିବା ଏକ ବଡ଼ ଧରଣର ସ୍ୱତନ୍ତ୍ର ଅଭିଯାନ ସମୟରେ ଏହି ଗିରଫଦାରୀ ହୋଇଛି ।…

ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ, ଖୋଲିଲା CBSE Re-evaluation ପୋର୍ଟାଲ୍

ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖାତା ଯାଞ୍ଚ ଓ…

୯୪ ଟି ରାଫେଲ ଜେଟ୍ ତିଆରି କରିବ ଭାରତ, ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି

ନୂଆଦିଲ୍ଲୀ : ମେକ୍ ଇନ୍ ଇଣ୍ଡିଆକୁ ବଡ଼ ପ୍ରୋତ୍ସାହନ ମିଳିବାକୁ ଯାଉଛି । ଏବେ ଭାରତରେ ଫାଇଟର ଜେଟ୍ ତିଆରି ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଆଲୋଚନା ପରେ ଭାରତ ସରକାର ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି । ଏହା ୧୧୪ଟି ରାଫେଲ ଯୁଦ୍ଧ…

ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି, ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ଘୋଷଣା । ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି । ବନ୍ଦ ହେବ ଗୁଳିବିନିମୟ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷ ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗତକାଲି ଇସ୍ରାଏଲ୍ ଓ ଲେବାନନର ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧର…