ଏକତରଫା ପ୍ରେମରୁ ହିଡେନ୍ କ୍ୟାମେରା

ଜଗତସିଂହପୁର: ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍‌ପି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି ଏସ୍‌ପି ଅଙ୍କିତ ବର୍ମା ।ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ କାର୍ଯ୍ୟାଳୟର…

କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର ୩୧।୫: ଆସୁଛି କାଳବୈଶାଖୀ । ପବନର ବେଗ ତୀବ୍ର ରହିବ, ଆଉ କୁଆ ପଥର ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆ ପଥର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ବାର୍ଣ୍ଣିଂ…

ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ମୋଦୀଙ୍କ ପରାମର୍ଶ

ଭୁବନେଶ୍ବର ୩୧।୫: ୧୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା କଥା । ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିଭିନ୍ନ ସ୍ଥାନର…

ଆକ୍ସନ ମୋଡରେ ପୁରୀ ପୁଲିସ,ଅପରାଧୀଙ୍କୁ ଏନକାଉଣ୍ଟର

ପୁରୀ:ଆକ୍ସନ ମୋଡରେ ପୁରୀ ପୁଲିସ। ରାଜ୍ୟରେ ଦିନକୁ ଦିନ ଅପରାଧୀମାନେ ଅପରାଧ ଘଟାଉଛନ୍ତି। ନା ସେମାନଙ୍କ ଭିତରେ ପୁଲିସ ଭୟ ଅଛି। ଅପରାଧ ଘଟାଉଥିବ ଅପରାଧୀମାନଙ୍କ ପାଇଁ ଚିନ୍ତାରେ ପୁଲିସ।। ଘାଇଲା ହେଲା କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ ଚନ୍ଦନ। ବାସେଳୀ ସାହି ଥାନା ପୋଲିସ ପକ୍ଷରୁ…

ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

ସୋନପୁର :ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳେ ଜଣେ ଦମ୍ପତ୍ତି ଏକ ମୋଟର ସାଇକେଲ ରେ ଆସି ବ୍ରିଜ ଉପରେ ଅଟକି ଥିଲେ l ଉଭୟେ କିଛି ସମୟ ଫଟୋ ଉଠେଇଥିଲେ…

ଦୁଇ ଘଣ୍ଟା ଧରି ସର୍ପ ବନ୍ଧନରେ ବୃଦ୍ଧ

ହରଭଙ୍ଗା :ବିଭିନ୍ନ ଚଳଚିତ୍ର, ରାମାୟଣ ଭଳି ପୌରାଣିକରେ ସମସ୍ତେ ସର୍ପ ବନ୍ଧନ କଥା ଶୁଣିଥିବେ ଦେଖିଥିବେ ମଧ୍ୟ ।କିନ୍ତୁ ବାସ୍ତବରେ ଜଣେ ବୃଦ୍ଧଙ୍କୁ ସାପ ବନ୍ଧନ କରି ରଖିଥିବା କଥା କାନକୁ ଅଡୁଆ ଲାଗିଲେ ବି ସତ,ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା…

ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା : ୧୫ ଦିନରେ ହେବ ସମାଧାନ

ଭୁବନେଶ୍ୱର ୩୧।୦୫ : କେଉଁଠି ୨ମାସ ତ ଆଉ କେଉଁଠି ୩ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି ବୃଦ୍ଧ, ବୃଦ୍ଧା। ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳୁଛି। ଆର୍ଥିକ ଅନଟନ ଭିତରେ…

ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା

ଜଗତସିଂହପୁର: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, ନାବାଳକ ସମେତ ୨ ଗିରଫ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଜଣେ ୧୭ ବର୍ଷୀୟ ନାବାଳକ ସମେତ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଏଯାଏଁ ଫେରାର୍‌ ରହିଥିବା ଜଣାଯାଇଛି।ପୁଲିସ ଠାରୁ ମିଳିଥିବା…

ନିଖିଳ ଉତ୍କଳ କଳାନିକେତନର ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ

ପୁରୀ : ପୁରୀ ଗ୍ରାଣ୍ଡ ରୋଡ଼ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର 'କ' ପ୍ରେକ୍ଷାଳୟ ପରିସରରେ ନିଖିଳ ଉତ୍କଳ କଳାନିକେତନ ପକ୍ଷରୁ ଦୁଇ ଦିନିଆ ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ (ଷ୍ଟାର କାଳଚୁରାଲ ଫେଷ୍ଟିଭାଲ ) ମହାସମାରୋହରେ ଶନିବାର ଉଦଘାଟିତ ହୋଇଯାଇଛି। ଜାତୀୟ ସ୍ତରର ପ୍ରଥିତଯଶା ମଞ୍ଚ…