ଚାରି ଦିନ ଧରି ଅନ୍ଧାରରେ ପଡ଼ିଆବ୍ଲକ ର ୮ଟି ଗାଁ, ପ୍ରବକ ଗରମ ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମ ପଞ୍ଚାୟତର ଏକାଧିକ ଗାଁରେ ଗତ ଚାରି ଦିନ ଧରି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ପର୍ସନପାଲ୍ଲୀ, ଏରବନପାଲି, କରାମଗୁଡା, ମାଢିଗୁଡା,…

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

"ଜନସାଧାରଣଙ୍କୁ ଆହ୍ବାନ: ଆସନୁ ମିଳିମିଶି ଲଢ଼ିବା, ଆକର୍ଷଣରୁ ପରଦା ଉଠାଇ ତମାଖୁ ମୁକ୍ତ ଭାରତ ଗଠନ କରିବା" ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମା ନଗର ୧ମ ସରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ…

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବାଲିଗୁଡା, ତା, ୩୧/୦୫ : କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ବାଲିଗୁଡା ସହରର ବିଭିନ୍ନ…

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା : ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା…

କୋରୁକୋଣ୍ଡାରେ ଜଙ୍ଗଲରେ ନିଆଁ ନିଦ୍ରାରେ ବନବିଭାଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କୋୟାଗୁଡାରୁ ଡୁଟେଲଗୁଡା ରାସ୍ତା ପାର୍ଶ୍ୱ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ନେଇ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ବ୍ୟାପକ ଅଭିଯାନ ଓ କଡ଼ା ପଦକ୍ଷେପ ନେଉଥିବା ବେଳେ…

ରାଜ୍ୟରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ କରିବ ଓଏସ୍‌ଏଚ୍‌ବି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ସମ୍ପ୍ରତି ବୋର୍ଡ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ସଦର…

ଖଣି ବିଭାଗର ଚଢାଉ: ୧୧ ହାଇଓ୍ବା ଓ ୪ ଟ୍ରାକ୍ଟର ଜବତ

ଜଳେଶ୍ଵର : ବାଲେଶ୍ବର ଖଣି ବିଭାଗ ପକ୍ଷରୁ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ଟି ହାଇଓ୍ବା ଓ ୪ଟି ଟ୍ରାକ୍ଟର ଜବତ କରାଯାଇଛି।ଜବତ ଗାଡ଼ିଗୁଡିକରେ ବାଲି,ମାଟି,ମୋରମ ବୋଝେଇ ହୋଇ ଯାଉଥିଲା ବୋଲି କୁହାଯାଇଛି।ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ରାତି ଦୁଇଟା ସମୟରେ…

ଅନ୍ୟ ଜାତିର ଝିଅକୁ ବିବାହ କରିବାକୁ ନେଇ ବିବାଦ, ଶବକୁ ଗ୍ରହଣ କଲେନି ପରିବାର ଲୋକ

କେନ୍ଦୁଝର ୩୧।୫: ଅନ୍ୟ ଜାତିକୁ ଯାଇଥିଲା ବୋଲି ଶବକୁ ଗ୍ରହଣ କଲେନି ପରିବାର ଲୋକେ । ଭରସା ପରିବାର ସହ ମିଶି ଶବଦାହ କଲେ ଫାଣ୍ଡି ଅଧିକାରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ଜଣେ ଯୁବକଙ୍କର ମୃତଦେହ ଶନିବାର ଶିରିପୁର ଗାଁରୁ ମିଳିଥିଲା । ତାପରେ ଯେତେବେଳେ…

ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା, ନିକଟରେ ପଡ଼ିଛି ଫୁଲକୁଣ୍ଡ

ବ୍ରହ୍ମପୁର ୩୧।୫: ବ୍ରହ୍ମପୁରରେ ପୁଣି ଏକ ହତ୍ୟାକାଣ୍ଡ । ଫୁଲକୁଣ୍ଡରେ ଛେଚି ଯୁବକଙ୍କୁ ହତ୍ୟା । ହିଲପାଟଣା ପିଡବ୍ଲ୍ୟୁଡି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଚିତ୍ର ଦେଖିବାକୁ ମିଳିଛି । ଗୋସାଇଁନୂଆଗାଁ ଥାନା ଗୀତା ଭବନ ନିକଟ ପରିତ୍ୟକ୍ତ ଘରେ…

ସିୟୁଇଟି ୟୁଜି ପରୀକ୍ଷା ପରିଚାଳନାରେ ତ୍ରୁଟି: କ୍ଷମା ମାଗିଲା ଏନ୍‌ଟିଏ

ନୂଆଦିଲ୍ଲୀ : ଦେଶରେ ପୂର୍ବରୁ ମେଡିକାଲ ପରୀକ୍ଷା ଏନ୍‌ଇଇଟିକୁ ନେଇ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବିବାଦରେ ଫସି ରହିଛି। ଏହି ସମୟରେ, ୩୦ମେ’ ଶନିବାର ଆଉ ଏକ ଏନ୍‌ଟିଏ ପରୀକ୍ଷା ସିୟୁଇଟି ୟୁଜି ୨୦୨୬ ପରୀକ୍ଷା ସମୟରେ କେନ୍ଦ୍ରଗୁଡ଼ିକରେ…