ଜଳିଗଲା କେନିଆର ଗାର୍ଲ ସ୍କୁଲ, ୧୬ ମୃତ, ୭୦ରୁ ଅଧିକ ଆହତ

କେନିଆ : କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍ର ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଭୋର ସମୟ ପ୍ରାୟ ୩ଟା ୩୦ ମିନିଟରେ ଛାତ୍ରୀଙ୍କ ଡର୍ମିଟୋରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ୧୬ ଜଣ ଛାତ୍ରୀଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା

କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା । ଲୋକଭବନକୁ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର । ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ପ୍ରେସ୍ କନଫରେନ୍ସ କରି…

୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳାଇଲା ବିଜେପି

ନୂଆଦିଲ୍ଲୀ : ବଦଳିଲେ ୪ ରାଜ୍ୟର ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟି (ବିଜେପି) ୪ ରାଜ୍ୟର ରାଜ୍ୟ ସଭାପତିଙ୍କୁ ବଦଳାଇଛି। ହାଇକମାଣ୍ଡ ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ତ୍ରିପୁରାରେ ନୂତନ ରାଜ୍ୟ…

ବାଲି ବୋଝେଇ ଟ୍ରକ ତଳେ ଚାପି ହୋଇ ୫ ମୃତ, ୫ ଗୁରୁତର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବିସଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ଭର୍ତ୍ତି ଟ୍ରକ ୫ ଜଣଙ୍କୁ ଚାପି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୫ ଜଣ ଗୁରୁତର ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ…

ମୁସଲମାନ ଭାଇ ଭଉଣୀଙ୍କୁ ବକ୍ରି ଇଦର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମଗ୍ର ଦେଶରେ ବକ୍ରି ଇଦ ଆଜି ପାଳନ କରାଯାଉଛି । ଏନେଇ ଦେଶର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ | ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇଦ୍-ଉଲ୍-ଅଜହା ଅବସରରେ ସମସ୍ତ ଦେଶବାସୀ, ଖାସ୍ କରି ମୁସଲମାନ…

ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ, ୫ ନିଖୋଜ

ପାଟନା : ବିହାର ପାଟନାର ସଟେରେ ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୫ ଜଣ ନିଖୋଜ ଥିବା ଜଣାପଡିଛି । ଆଜି ସକାଳୁ ପାଟନା ସଂଲଗ୍ନ ଉମାନାଥ ଗଙ୍ଗା ଘାଟରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୧୪ ଜଣ ଲୋକ ଥିଲେ ।…

ଆମେରିକା ବାୟୁସେନା ଘାଟି ଉପରେ ଆକ୍ରମଣ କଲା ଇରାନ

ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ।ବିଶ୍ଵଯୁଦ୍ଧ ନେଇ ଘନେଇଲା ଆଶଙ୍କା। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇ ଥିବାରୁ ଏବେ ଆକ୍ରମଣ ଓ ପ୍ରତି ଆକ୍ରମଣ ଆରମ୍ଭ ହୋଇ ଯାଇଛି। ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ…

୨୯ ତାରିଖରେ ମଦ ଦୋକାନୀଙ୍କ ଭାଗ୍ୟ ଖୋଲିବ

ନୟାଗଡ: ନୟାଗଡ଼ ଜିଲ୍ଲାରେ ୩୫ଟି ମଦ ଦୋକାନ ପାଇଁ ଆବେଦନ ଶେଷ ହୋଇଛି । ସେଥି ମଧ୍ୟରେ ୧୧ଟି ଦେଶୀ ଓ ୨୪ଟି ବିଦେଶୀ ମଦ ଦୋକାନ ରହିଛି ।୨୯ ତାରିଖରେ ଏହି ମଦ ଦୋକାନ ଗୁଡ଼ିକର ଟେଣ୍ଡର ଖୋଲାଯିବ ।ଜିଲ୍ଲାରେ ବାହାଡ଼ାଝୋଲା ପାଇଁ ୩ଟି ଆବେଦନ ହୋଇଥିବା ବେଳେ ବାଲୁଗାଁ ପାଇଁ ୮, ଭାପୁର ପାଇଁ ୧୫,…

ଓଡ଼ିଶା ଆସିବେ ମୋଦି, ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗ ଦେବେ

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ନେଇ ଗ୍ରୀନ ସିଗନାଲ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ମାଲକାନଗିରିରେ ‘ଏସ୍ ଆଇ ଆର୍’ ସ୍ୱତନ୍ତ୍ର ସଂଶୋଧନ ଅଭିଯାନ : ଜିଲ୍ଲାପାଳଙ୍କ ସହଯୋଗ ଆହ୍ୱାନ

ମାଲକାନଗିରି, : ମାଲକାନଗିରି ଜିଲ୍ଲାରେ ଆସନ୍ତା ମେ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ‘ଏସ୍ ଆଇ ଆର୍’ ବା ସ୍ପେଶାଲ୍ ସମ୍ମେରୀ ରିଭିଜନ୍ କାର୍ଯ୍ୟକ୍ରମ ଚାଲିବାକୁ ଯାଉଛି । ଏନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ଜିଲ୍ଲାବାସୀଙ୍କୁ…