ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ଉତ୍ତେଜନା: ରେଳ ରୋକ ଉଦ୍ୟମ ପଣ୍ଡ…

ନୟାଗଡ଼:ନୟାଗଡ଼ ଜିଲ୍ଲାକୁ ୨୦୧୭ ମସିହାରୁ ରେଳ ସେବା ଆରମ୍ଭ ହୋଇଥିଲେ ହେଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ପୂର୍ବତଟ ରେଳବାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରେଳ ଯାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଦଶପଲ୍ଲା, ନୂଆଗାଁ ଓ…

ବ୍ରହ୍ମପୁର ପୋଲିସ ର ଏନକାଉଣ୍ଟର ସଂଖ୍ୟା ୩ କୁ ବୃଦ୍ଧି :ଅଶାନ୍ତ ହେବାକୁ ବସିଲାଣି ବ୍ରହ୍ମପୁର, ପୋଲିସ କୁ ଭୟ ନାହିଁ…

ପୋଲିସ ଏନକାଉଣ୍ଟର ଶିକାର ହେଲା ଜଗା... ପାଞ୍ଚ ଘଣ୍ଟାରେ ହେଲା କାର୍ଯ୍ୟାନୁଷ୍ଠାନ.. ବିଚ ରାସ୍ତାରେ ଚାଲିଛି ଅପରାଧି ମାନଙ୍କ ଆତଙ୍କ ରାଜ……ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ଅଶାନ୍ତ ହେବାରେ ଲାଗିଛି। ଅପରାଧ ତତ୍ତ୍ୱ ମାନେ ସହର ରେ ନିଜର ଟାର୍ଗେଟ ଅନୁସାରେ ଯାହାକୁ ପାଇବେ…

ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି…

ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ଡିପୋର୍ଟ କରିବା ପାଇଁ ନିର୍ମାଣ ହେବ ହୋଲ୍ଡିଂ ସେଣ୍ଟର

କୋଲକତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପାର୍ଇ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ସ୍ବତନ୍ତ୍ର ଭାବେ ହୋଲ୍ଡିଂ ସେଣ୍ଟର ନିର୍ମାଣ କରିବାକୁ…

ସରକାରୀ(ଏସ.ଏସ.ଡି.) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ କୃତିତ୍ୱ

କୋରାପୁଟ/ କୋଟପାଡ଼ (ବସନ୍ତ ପେଗଡ଼ ) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସରକାରୀ(ଏସ.ଏସ.ଡି.) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶନ ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହି ଅନୁଷ୍ଠାନର ଆରମ୍ଭରୁ କାର୍ଯ୍ୟରତ ପ୍ରିନ୍ସପାଲ ତଥା ଅଧ୍ୟାପକ…

ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ…

ଝଡ଼ ବାତ୍ୟାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; ଅନେକ ଶ୍ରମିକ ଫସିଥିବା ଆଶଙ୍କା

ଫିଲିପିନ : ଫିଲିପାଇନ୍ସ ରାଜଧାନୀ ମାନିଲାର ଉତ୍ତରରେ ସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ରହିଥିଲେ । ତେବେ ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇଥିବା ସୂଚନା ମିଳିଛି ।…

କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୪ ମୃତ, ୫୦ ଆହତ

ପାକିସ୍ତାନ :ରବିବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣକୁ କର୍ତ୍ତୃପକ୍ଷ ଏକ ଲକ୍ଷ୍ୟଭେଦୀ…

ତେଲେଙ୍ଗାନାରେ ଅଂଶୁଘାତରେ ୧୬ମୃତ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ତେଲଙ୍ଗାନା : ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ଖସିଛି । ଏଭଳି ସ୍ଥଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଭୀଷଣ ଲୁ ଏବଂ ଲଗାତାର ତାପମାତ୍ର ବଢୁଥିବାରୁ ରାଜ୍ୟର ୭ ଜିଲ୍ଲାରେ…

ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲା ଭାରତ, କଙ୍ଗୋ ଓ ୟୁଗାଣ୍ଡା ଯାତ୍ରା କରିବାକୁ ବାରଣ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି । ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲାରେ ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବ ସ୍ତରରେ ବିପଦ ବଢୁଥିବା ଦେଖି ଭାରତ…