ପଡୋଶୀ ଘରର କାନ୍ଥ ଭୁଶୁଡି ବଡ଼ ଅଘଟଣ: ୩ ବର୍ଷର ଶିଶୁ ମୃତ, ବାପା ଓ ପୁଅ ଗୁରୁତର; ଅର୍ଥ ଅଭାବରୁ ଅଟକିଲା ଚିକିତ୍ସା

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଞ୍ଚାୟତର ଜଡ଼ାପାରା କଲୋନୀରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ୍ ଭୁଶୁଡି ପଡିବାରୁ ଏକେ ପରିବାରର ବାପା ଓ ତାଙ୍କର ଦୁଇ ନାବାଳକ ପୁଅ ମାଟି ତଳେ ଚାପି ହୋଇଯାଇଥିଲେ। ଏହି…

ୟୁକ୍ରେନର ଡ୍ରୋନ ଆକ୍ରମଣରେ ରଷିଆରେ କାର୍ଯ୍ୟରତ ଯୁବକ ମୃତ : ପ୍ରାଣ ହରାଇଛନ୍ତି ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗାଁର…

ଯୁଦ୍ଧ ନେଲା ଜୀବନ ରୋଜଗାର ପାଇଁ ଯାଇ ଜୀବନ ହାରିଲେ ଓଡ଼ିଆ ଯୁବକ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗ୍ରାମର ଏ. ରାମାୟା ରଷିଆରେ ଏକ ତୈଳ କମ୍ପାନୀ ରେ କାମ କରୁଥିଲେ । ୟୁକ୍ରେନର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏ ରାମାୟା ରଷିଆରେ ଏକ କମ୍ପାନୀରେ କାମ…

ରାସ୍ତା ଉପରେ ନମାଜ ପାଠକୁ ନେଇ ଯୋଗୀଙ୍କ ବୟାନ: ମସଜିଦରେ ଜାଗା ହେଉନାହିଁ ସିଫ୍ଟରେ ନମାଜ ପଢ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତା ଉପରେ ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଛନ୍ତି । ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଣିକି…

ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକ, ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର

କୋଲକତା : ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ଶୁଭେନ୍ଦୁ ସରକାର । ଏଥିରେ ମହିଳାମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା, ବସରେ ମାଗଣା ଯାତ୍ରା…

ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପ୍ରଶାସନକୁ ପରିବାରର ଅନୁରୋଧ

ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା । ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ…

ଏୟାର ସୋ’ ବେଳେ ମଝି ଆକାଶରେ ୨ ବିମାନ ଧକ୍କା

ନୂଆଦିଲ୍ଲୀ: ଆମେରିକୀୟ ନୌସେନାର ଏୟାର ସୋ’ ପ୍ରଦର୍ଶନ ବେଳେ ଅଘଟଣ । ମଝି ଆକାଶରେ ଆମେରିକାର ୨ ଯୁଦ୍ଧ ବିମାନ ମଧ୍ୟରେ ଧକ୍କା । ଇଦାହୋ ଏୟାରବେସ୍ ର ୨ ମାଇଲ୍ ଦୂରରେ ଅଘଟଣ ଘଟିଛି । ପାରାଚୁଟ୍ ସାହାଯ୍ୟରେ ବିମାନରୁ ବାହାରକୁ ବାହାରି ଆସିଛନ୍ତି ୪ କ୍ରିଉ ମେମ୍ବର। କ୍ରିଉ ମେମ୍ବର ସୁରକ୍ଷିତ…

ରୋଷେଇ କରୁଥବା ବେଳେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ: ୯ ଗୁରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଫତେପୁର କଲ୍ୟାଣପୁର ଥାନା ପିଲାଖିନି ଗାଁରେ ବଡ଼ ଅଘଟଣ । ଦୁଇଟି ରୁମରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଘରେ ଥିବା ୯ ଜଣ ଗୁରୁତର ହୋଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି…

ଚୀନରେ ଭୟଙ୍କର ଭୂମିକମ୍ପ, ଅନେକ ଫସିଥିବା ଆଶଙ୍କା

ଚୀନ : ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରବିବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଥିଲା । ଭୂକମ୍ପର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା…

କେରଳମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ

ତିରୁଅନନ୍ତପୁରମ : କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭି.ଡି. ସତୀଶନ । ଭିଡି ସତୀଶନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ୧୦ ବର୍ଷ ପରେ କେରଳରେ ଫେରିଲା…

ବିହାରରେ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିହାର: ଦୁଇଦିନରେ ଦୁଇ ଟ୍ରେନରେ ଅଗ୍ନିକାଣ୍ଡ । ରାଜଧାନୀ ପରେ ଏବେ ଜଳିଲା ବିହାରର ପାସେଞ୍ଜର ଟ୍ରେନ୍ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ ରେ ସାସାରାମ-ପାଟନା ପାସେଞ୍ଜର ରେଳ ଷ୍ଟେସନରେ ଅଟକି…