ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଘୁଖଣିଜ ଲୁଟ; ମାଫିଆ,ଅଧିକାରୀ ଓ ନେତା ସାମିଲ –…

କବିସୂର୍ଯ୍ୟନଗର,୦୮/୦୯: ଗଞ୍ଜାମ ଜିଲ୍ଲାରେ ଲଘୁଖଣିଜ ଚୋରି ବଢି ଚାଲିଛି । ଧର୍ମକୁ ଆଖିଠାର ଭଳି ଗାଡି ଧରାଯାଉଛି । ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତାଙ୍କ ସଂପୃକ୍ତି ରହୁଛି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା,ବାହୁଦା,ବଡ ନଦୀ ଓ ବାଘୁଆ ନଦୀ ଉପରେ ମାଫିଆଙ୍କ ନଜର ପଡିଛି । ମାଫିଆ

ଦିନ ଦିପହରେ ବ୍ୟାଙ୍କରୁ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କା, ମ୍ୟାନେଜର ଗୁରୁତର

ଜଳେଶ୍ୱର : ଦିନ ଦ୍ବିପହରରେ ବ୍ୟାଙ୍କ  ଭିତରେ ପଶି ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଓଡିଶା ଗ୍ରାମ୍ଯ ବ୍ୟାଙ୍କ ଶାଖାରୁ ଲୁଟ ଅଭିଯୋଗ ହୋଇଛି। ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ବ୍ଯାଙ୍କର ମ୍ଯାନେଜର ଏବଂ

୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଅର୍ଥ ହଡ଼ପ, ୩ ଗିରଫ

କଟକ : ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ, ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଅଭିଯୁକ୍ତମାନେ ହେଲେ

ପଛକୁ ପଛ ୨ଟି ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷର ପରିମାଣ

ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ପଛକୁ ପଛ ଆସୁଛି ୨ଟି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୦ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ। ପ୍ରଭାବରେ ୯ ତାରିଖରୁ ଉତ୍ତରଓଡ଼ିଶା ଓ ଉତ୍ତର ଉପକୂଳବର୍ତ୍ତି

୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ, ଯାଞ୍ଚ ପାଇଁ ସ୍ବତନ୍ତ୍ର କମିଟି ଗଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ଦିଲ୍ଲୀ PG ଟ୍ରାଜେଡି ପରେ ରାଜଧାନୀରେ ଭଙ୍ଗାଯିବ ଅସୁରକ୍ଷିତ କୋଠା । ଅସୁରକ୍ଷିତ ବିଲ୍ଡିଙ୍ଗ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର କମିଟି । ୧୫ ଦିନ ଭିତରେ ରିପୋର୍ଟ ଦେବ କମିଟି । ଗୃହ ନିର୍ମାଣ ଏବଂ ନଗର

ଟ୍ରକ୍ ଟର୍ମିନାଲ୍‌ର ସୁଚାରୁ ପରିଚାଳନା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ–IOCL ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜପଥ ପାର୍ଶ୍ୱରେ

କରେଣ୍ଟ ଲାଗି ଗଲା ମାଆ-ଝିଅଙ୍କ ଜୀବନ, ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ପରିବାର ଲୋକେ

କଳାହାଣ୍ଡି : ବିଦ୍ୟୁତ ଆଘାତରେ ଗଲା ମାଆ-ଝିଅଙ୍କ ଜୀବନ । କଳାହାଣ୍ଡି ସଦର ଥାନା କାର୍ଲାସୋଡା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଲଳିତା ନାୟକ ଓ ଝିଅ ଶତଳ ନାଏକ। ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଲେ ପରିବାର । ନ୍ୟାୟ ଦାବିରେ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ

ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଠକେଇ, ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ଧରଣର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଏକ ନକଲି କମ୍ପାନୀ ଖୋଲି ସାଇବର ଠକେଇ ଟଙ୍କାର କାରବାର ପାଇଁ ମ୍ୟୁଲ୍ ଆକାଉଣ୍ଟ

ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ : ହାତରେ ଝାଡୁ ଓ କୋଡ଼ି ଧରି ସଫେଇ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର : ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି

ସରକାରଙ୍କ ମାଗଣା ଶିକ୍ଷା ଘୋଷଣା : ସେଲ୍ଫ ଫାଇନାନ୍ସ କୋର୍ସରେ ଫିସ୍‌ କୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ନୟାଗଡ: ନୟାଗଡ଼ଜିଲ୍ଲା ଅଟୋନମସ କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା। ସରକାର ମାଗଣା ଶିକ୍ଷାଦାନ ଘୋଷଣା କରିଥିବା ବେଳେ ସେଲ୍ଫ ଫାଇନାନ୍ସ କୋର୍ସ ITM ଓ Computer Scienceର ବାର୍ଷିକ ଫିସ୍‌ ୨୦ ହଜାର ଟଙ୍କାରୁ ଅଧିକ ଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଫିସ୍‌