ସରକାରଙ୍କ ମାଗଣା ଶିକ୍ଷା ଘୋଷଣା : ସେଲ୍ଫ ଫାଇନାନ୍ସ କୋର୍ସରେ ଫିସ୍‌ କୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

Independence

ନୟାଗଡ: ନୟାଗଡ଼ଜିଲ୍ଲା ଅଟୋନମସ କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା। ସରକାର ମାଗଣା ଶିକ୍ଷାଦାନ ଘୋଷଣା କରିଥିବା ବେଳେ ସେଲ୍ଫ ଫାଇନାନ୍ସ କୋର୍ସ ITM ଓ Computer Scienceର ବାର୍ଷିକ ଫିସ୍‌ ୨୦ ହଜାର ଟଙ୍କାରୁ ଅଧିକ ଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଫିସ୍‌ ସମ୍ପୂର୍ଣ୍ଣ ଦେୟମୁକ୍ତ କିମ୍ବା ସ୍ୱଳ୍ପ ପରିମାଣକୁ କମାଇବାକୁ ଦାବି କରିଛନ୍ତି। ମାଗଣା ଶିକ୍ଷାର ଘୋଷଣା ସମସ୍ତ କୋର୍ସରେ ଲାଗୁ ହେବ କି ନାହିଁ, ଏବେ ତାହାକୁ ନେଇ ପ୍ରଶ୍ନ ଉଠିଛି।ସରକାର କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦିଆଯିବ ବୋଲି ଘୋଷଣା କରିଛନ୍ତି ହେଲେ ଆମ ପାଠପଢ଼ାରେ କାହିଁକି ଏହା ଲାଗୁ କରାଯାଉନାହିଁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ସରକାର ଏହା ଉପରେ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି ହୋଇଛି।

ad-week
Leave A Reply

Your email address will not be published.