“ମନ୍ଦିର-ମସଜିଦ୍‌ ଅପେକ୍ଷା ପିତାମାତାଙ୍କ ସେବା ହିଁ ଶ୍ରେଷ୍ଠ”: ବିଶ୍ୱ ନିକେତନ ଜରା ନିବାସରେ ମାତୃ…

ବ୍ରହ୍ମପୁର, ୧୦/୦୫ : ଜଣେ ସନ୍ତାନ ପାଇଁ ମା' କେବଳ ଏକ ସମ୍ପର୍କ ନୁହେଁ, ବରଂ ସେ ଏହି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ତଥା ସମ୍ମାନାସ୍ପଦ ଶକ୍ତି। ମା’ର ତ୍ୟାଗ ଓ ମମତା ଯୋଗୁଁ ହିଁ ମଣିଷ ସମାଜରେ ବଞ୍ଚିବା ସହ ସଫଳତାର ଶୀର୍ଷକୁ ଛୁଇଁପାରେ। ଏହି ମର୍ମସ୍ପର୍ଶୀ ବାର୍ତ୍ତା ସହ ଆଜି…

ସର୍ଟ ସର୍କିଟରୁ ଜଳି ଗଲା ଧୂପ କାରଖାନା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଦ୍ରକ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳି ଗଲା ଧୂପ କାରଖାନା । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ କୁମ୍ଭାରିଆ ନିକଟରେ ସର୍ଟସର୍କିଟ ଯୋଗୁଁ ଧାନ ଓ ଚୂଡା ମିଲ ପରିସରରେ ଥିବା ଧୂପ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଅବସ୍ଥା ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ଘାଟିକିଆରେ ସଂଘବଧ ଆକ୍ରମଣ । ମାରଣାସ୍ତ୍ର ଧରି ଜଣେ ଯୁବକଙ୍କୁ ୮ ଦୁର୍ବୃତ୍ତ ଘେରି ପିଟିଥିବା ଅଭିଯୋଗ । ଖଣ୍ଡା ଓ ଛୁରୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଶ୍ରୀକାନ୍ତ ବେହେରାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା…

ଗାଡ଼ି ଚଢ଼ାଇ ଏନସିବି କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ, ୩ ଗଞ୍ଜେଇ ମାଫିଆ ଗିରଫ

ଭୁବନେଶ୍ବର: ରାଜଧାନୀରେ ଛାତିରେ ଚାଲିଛି ବେଧଡକ ଗଞ୍ଜେଇ ଚୋରା ଚାଲାଣ । ଧରପଗଡ ସମୟରେ ପୋଲିସ ଉପରକୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି ଗଞ୍ଜେଇ ମାଫିଆମାନେ । ଚେକପୋଷ୍ଟକୁ ଭାଙ୍ଗି ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗୋଡାଇ ଗୋଡାଇ ଧରିଛି । ଏହି…

ଯୁବକଙ୍କୁ ଅପହରଣ ପରେ ହତ୍ୟା!

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ…

କୁଆଖାଇରେ ବୁଡ଼ିଗଲେ ନାବାଳକ, ମୃତଦେହ ଉଦ୍ଧାର

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡ଼ିଗଲେ ନବମ ଶ୍ରେଣୀ ଛାତ୍ର । ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ବିଳମ୍ବିତ ରାତିରେ ପାଣିରୁ ଉଦ୍ଧାର କରିଛି ଅଗ୍ନିଶମ ଉଦ୍ଧାରକାରୀ ଦଳ । ମଞ୍ଚେଶ୍ୱର ଅଞ୍ଚଳରେ ନଦୀ ଗର୍ଭରୁ ଉଦ୍ଧାର ହୋଇଛି । ଅପରାହ୍ଣରେ ଏକାଠି…

ଦନ୍ତା ଆକ୍ରମଣରେ ମହିଳା ମୃତ 

ହିନ୍ଦୋଳ: ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ବାରସିଙ୍ଗା ଗାଁର ଭାରତୀ ବିଶ୍ଵାଳ । ଘର ପଛକୁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ ପରିବାର ଲୋକ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଇଏମଡିର ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ସମ୍ଭାବନା ଥିବା ଆଇଏମଡି ପୂର୍ବାନୁମାନ କରିଛି । ତେବେ ଏହା ବାତ୍ୟାରେ ପରିଣତ…

ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସଞ୍ଜିବ ଆରୋରା ଗିରଫ: ସରକାରୀ ବାସଭବନରେ ରେଡ୍ ପରେ ଇଡ଼ିର କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ସଞ୍ଜୀବ ଆରୋରାଙ୍କ ସମ୍ପର୍କରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ଶନିବାର ସକାଳେ ଚଣ୍ଡିଗଡ଼ରେ ତାଙ୍କ ସରକାରୀ ବାସଭବନରେ ଚଢାଉ କରିଛି। କିଛି ଘଣ୍ଟା…

ନରେନ୍ଦ୍ର ମୋଦୀଙ୍କୁ ହରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କ୍ରମବର୍ଦ୍ଧିତ ଶକ୍ତି ତଥା ଗୋଟିଏ ପରେ ଗୋଟିଏ ରାଜ୍ୟରେ କ୍ଷମତା ହାସଲ କରିବା ପରେ ବିରୋଧୀ ଦଳଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ପରି ଜଣାପଡ଼ୁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ତାମିଲନାଡ଼ୁରେ ଡିଏମ୍‌କେର ପରାଜୟ ପରେ…