ବିଜୟଙ୍କ ପାର୍ଟିକୁ ସମର୍ଥନ ଦେଲା କଂଗ୍ରେସ
ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ବାଜିମାତ କରିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ବିଭିନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଥିଲା । ଟିଭିକେ କଂଗ୍ରେସ ସମର୍ଥନ ଲୋଡିଥିଲା । ଏବେ କଂଗ୍ରେସ ଟିଭିକେକୁ ସମର୍ଥନ କରିବାକୁ!-->…