ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ, ଜଣେ ଗିରଫ…

ବାଲିଗୁଡା, ତା, ୦୬/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଅବୈଧ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି l ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ତୁମୁଡିବନ୍ଧ ଥାନା ଲାବଣ୍ୟ ନଗର ଠାରେ ଅବୈଧ ଦେଶୀ ବନ୍ଧୁକ କାରଖାନାରେ ବନ୍ଧୁକ ସାମଗ୍ରୀ ତିଆରି ଓ…

ଆସିକା ରେ ଅବକାରୀ ବିଭାଗ ର ଆଶୀର୍ବାଦ ଯୋଗୁଁ ବଢିଚାଲିଛି ଅପମିଶ୍ରଣ ଦେଶୀ ମଦର ବନ୍ୟା…..!

ଜିଲ୍ଲା ବାହାର କୁ ହେଉଛି ଚୋରା ଚାଲାଣ…..! ପ୍ରଶାସନ ନୀରବ ଦ୍ରଷ୍ଟା...ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହୋଇ ବାହାର ଜିଲ୍ଲା କୁ ଚାଲାଣ ହେଉଛି। ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ପାଇଁ ଗୁଡ ଶିରାରେ ରାଜା ପିଢ଼ିଆ,ୟୁରିଆ, ବିଭିନ୍ନ…

ମୁଁ ଇସ୍ତଫା ଦେବିନି’, ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ କରିବି : ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତାଙ୍କ ବଡ଼ ଘୋଷଣା । ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପଦ ତ୍ୟାଗ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।…

ଓଭରଟେକ୍ ବେଳେ କାରକୁ ପିଟିଲା ସ୍କର୍ପିଓ, ୫ ପୋଲିସ କର୍ମୀ ମୃତ

ହରିୟାଣା : ହରିୟାଣା ନୁହ ଜିଲ୍ଲାରେ କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ପୋଲିସ କର୍ମୀଙ୍କ ସମତେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ସ୍କର୍ପିଓ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସକାଳ ୧୦.୩୦ ମିନିଟରେ…

ବନ୍ୟାରେ ନିଖୋଜ ବ୍ୟକ୍ତିଙ୍କ ଶରୀର କୁମ୍ଭୀର ପେଟରୁ ଉଦ୍ଧାର

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରୁ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବନ୍ୟାରେ ନିଖୋଜ ହୋଇଥିବା ଜଣେ ହୋଟେଲ ମାଲିକ ଗାବ୍ରିଏଲ୍ ବାଟିଷ୍ଟାଙ୍କ ଦେହାବଶେଷ ଏକ ବିଶାଳ କୁମ୍ଭୀରର ପେଟରୁ ଉଦ୍ଧାର କରାଯାଇଛି । ଯାହାର ପ୍ରମାଣ କୁମ୍ଭୀରର…

ଦିଲ୍ଲୀ ଆରବିଆଇ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଆରବିଆଇ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ମିଳିବା ପରେ ଦମକଳ ବିଭାଗର ୬ଟି ଗାଡି ନିୟୋଜିତ ହୋଇଛି । ଦିଲ୍ଲୀର ଫାୟାର ସର୍ଭିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପାର୍ଲିଆମେଣ୍ଟ ଷ୍ଟ୍ରିଟ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଲିଡିଂରେ ନିଆଁ ଲାଗିଛି,…

ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼, ୩ ଭାରତୀୟ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ । ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼। ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । UAE ଉପରେ ଇରାନର ଆକସ୍ମିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି…

ଘରୋଇ ସହାୟିକାରୁ ବିଧାୟିକା ହେଲେ କଳିତା ମାଝୀ

ପଶ୍ଚିମବଙ୍ଗ : ବିଜେପି ଭାଙ୍ଗିଲା ଦିଦିଙ୍କ ଗର୍ବ । ପଶ୍ଚିମବଙ୍ଗରେ ଟିଏମସି ଦେଲା ଚିତପଟାଙ୍ଗ । ଆଉ ବାଜିମାରିନେଲା ବିଜେପି । ପଶ୍ଚିମବଙ୍ଗ ନିର୍ବାଚନରେ ଅନେକ ଇମୋସନର ବିଜୟ ଦେଖିବାକୁ ମିଳିଛି । ଆରଜି କର ମେଡିକାଲ ଦୁଷ୍କର୍ମ ପୀଡିତାଙ୍କ ମା’ ହୁଅନ୍ତୁ ଅବା କଳିତା ମାଝୀ । …

ଆସନ୍ତା ୯ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ, କିଏ ହେବେ ମୁଖ୍ୟମନ୍ତ୍ରୀ ଚାଲିଛି ଅଙ୍କକଷା

କୋଲକତା : ପଶ୍ଚିମବଙ୍ଗରେ ମମତାଙ୍କୁ ହରାଇ ମୋଦିଙ୍କ ବିଶାଳ ବିଜୟ । ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ୯ ତାରିଖରେ ଶପଥ ନେବେ ନୂଆ ସରକାର । ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଜଣାପଡିଛି । ୨୦୦ରୁ ଅଧିକ…

ଟ୍ରକ ତଳେ ଚାପିହେଲା କାର୍, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ସମେତ ୩ ଜୀବନ

ଉତ୍ତରପ୍ରଦେଶ : ଗ୍ରେଟର ନୋଏଡା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୭ ବର୍ଷର ପିଲା ମଧ୍ୟ ଆହତ ହୋଇଛି । ଘଟଣାସ୍ଥଳରେ କୋତୱାଲି ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ…