କଲଭର୍ଟ ନିର୍ମାଣା ବେଳେ ମାଟି ସହ ଧସିଲା ମିକ୍ସଚର ମେସିନ, ଜଣେ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗ ଗ୍ରାମ ନିକଟରେ ଏକ ନିର୍ମାଣାଧୀନ କଲଭର୍ଟ ଠାରେ ମାଟି ଅତଡ଼ା ସହ ଏକ ମିକ୍ସଚର ଗାଡ଼ି ଓଲଟି ପଡ଼ିବାରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ।…

କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଜବ ନୀତି , ଅନୁଶାସନ ନାମରେ ଏକଛତ୍ରବାଦ ଶାସନ ଚାଲିଛି । ଛାତ୍ରଙ୍କୁ ସୁବିଧାସୁଯୋଗ ଯୋଗାଇଦେବା ପରିବର୍ତ୍ତେ ଅସୁବିଧାକୁ ଠେଲିଦେଉଛନ୍ତି କୁଳପତି ଡ .ଗୀତାଞ୍ଜଳି ଦାସ ।ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ…

ପୁଣି ଏକ ଜୀବନ ନେଲା ଆମ ବସ

ଭୁବନେଶ୍ୱର : ପୁଣି ଜୀବନ ନେଲା ଆମ ବସ । ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଆମ…

ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭିକ୍ଟରୀ ଏକାଡେମୀର ବାଜିମାତ: ୧୩୫ଟି ପଦକ ସହ ହାସଲ କଲେ ‘ବିଜୟୀ କପ୍’

ବ୍ରହ୍ମପୁର/କଟକ : କଟକର ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ପଞ୍ଚମ ଓଡ଼ିଶା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ‘ଭିକ୍ଟରୀ ଏକାଡେମୀ ମାର୍ଶଲ ଆର୍ଟ୍ସ’ ଏକ ବଡ଼ ସଫଳତା ହାସଲ କରିଛି। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଏକାଡେମୀର ଖେଳାଳିମାନେ…

ପାଦରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ

ମାଲକାନଗିରି : ଗୋଡ଼ରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ । ପ୍ରମାଣ କରିଦେଲେ ଦୃଢ ଇଚ୍ଛା ଶକ୍ତି ଥିଲେ ବ୍ୟକ୍ତି କିଛି ବି କରିପାରେ । ପରୀକ୍ଷା ସମୟରେ ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ ମାଲକାନଗିରି ବନ୍ଦଗୁଡା ଗାଁର ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ଖେମୁଡୁ । ହାତ…

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ନୀଳଗିରି: ଦୁଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସାଆନ୍ତା ନିକଟ ଭୂଇଁପଡ଼ାରେ ଅଘଟଣ ଘଟିଛି। ମୃତକ ହେଲେ ଅନ୍ନପୂର୍ଣ୍ଣା ମଲ୍ଲିକ ଓ ଅନ୍ୟାସା । ଦୁଇ ଭଉଣୀ ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯାଇଥିଲା । ବହୁ…

ଦେଢଶୂର ଫାର୍ସା ଚୋଟରେ ଭାଇବୋହୂ ମୃତ

ବଣାଇ: ଦେଢଶୂର ଫାର୍ସା ଚୋଟରେ ଭାଇବୋହୂର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜୀବିକା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ ଜୟନ୍ତୀ କିଷାନ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଦେଢଶୂର ପରଦେଶୀ ଭାଇବୋହୂକୁ…

୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ । ଚିତ୍ରକୋଣ୍ଡା ଥାନା ଏସ୍ ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ କରିଛି ମାଲକାନଗିରି ପୋଲିସ । ଜବତ ଗଞ୍ଜେଇ ତେଲର ଆନୁମାନିକ ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ। ଚିତ୍ରକୋଣ୍ଡା ଅଞ୍ଚଳର ଏକ…

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

ଭୁବନେଶ୍ବର: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶ୍ବାସ ସ୍ବାଇଁ । ସେ ବିଟେକ୍ ପଢ଼ୁଥିଲେ । ଛାତ୍ରଙ୍କ ମୃତ୍ୟୁ ପରେ କଲେଜ ନାଁରେ…

୫୮୮ ମାର୍କ ରଖି ପାଇପ୍ ମିସ୍ତ୍ରୀଙ୍କ ପୁଅ ହେଲେ ମାଟ୍ରିକ ଟପ୍ପର

ସୋର: ପାଇପ ମିସ୍ତ୍ରୀଙ୍କ ପୁଅ ହେଲେ ରାଜ୍ୟର ମାଟ୍ରିକ ଟପ୍ପର । ମୟୂରଭଞ୍ଜ ବାରିପଦା ପୌରପାଳିକା ମଧୁବନ ଅଞ୍ଚଳର ପାର୍ଥସାରଥୀ ମହାନ୍ତ ହୋଇଛନ୍ତି ରାଜ୍ୟ ଟପ୍ପର । ମୋଟ ୬୦୦ ମାର୍କରୁ ୫୮୮ ମାର୍କ ରଖିଛନ୍ତି ପାର୍ଥସାରଥୀ । ପରୀକ୍ଷା ପାଇଁ ପ୍ରତିଦିନ ସେ ୫ ରୁ ୬ ଘଣ୍ଟା ଧରି ଅକ୍ଲାନ୍ତ…