ଜୁଲାଇ ୩ ରୁ ଅଗଷ୍ଟ ୨୮ ତାରିଖ ଯାଏ ଅମରନାଥ ଯାତ୍ରା
ନୂଆଦିଲ୍ଲୀ : ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି ।
ଆଗାମୀ ୧୫ ତାରିଖରୁ ଏଥିନେଇ ପଞ୍ଜୀକରଣ ଆରମ୍ଭ ହେବ । ପଞ୍ଜୀକରଣ!-->!-->!-->…