ଟିକାବାଲି ମହୋତ୍ସବ -୨୦୨୬ ଉଦଯାପିତ
ବାଲିଗୁଡା : ପାରମ୍ପରିକ ଲୋକ କଳାକାର ମହାସଂଘ,ଓ ବ୍ଲକ କଳା ସଂସ୍କୃତି ସଂଘ ତରଫରୁ ଟିକାବାଲି ସ୍ଥିତ ହାଇସ୍କୁଲ ପଡିଆରେ "ଟିକାବାଲି ମହୋତ୍ସବ" ର ଶୁଭ ଉଦଘାଟନ ଉତ୍ସବ ଅତି ନିଆରା ଡ଼ଙ୍ଗରେ ଅନୁଷ୍ଠିତ ହୋଇଛି l ହାଇସ୍କୁଲ ପଡ଼ିଆରୁ ଏକ ବିରାଟ ପଟୁଆରରେ ମଶାଲ ଶୋଭାଯାତ୍ରା ବାହାରି ବଜାର!-->…