ବିଜେପି ମଣ୍ଡଳର ମାସିକ ବୈଠକ, ସେବା ସଙ୍କଳ୍ପ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଧାନ ମଣ୍ଡି ପରିସରରେ ଗୁରୁବାର ବିଜେପି ପକ୍ଷରୁ ମାସିକ ବୈଠକ, ସେବା ସଙ୍କଳ୍ପ ଅଭିଯାନ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ କାଲିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ଜିଲ୍ଲା!-->…