ପାଣି ଟାଙ୍କିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୁଡଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗିବାହାଲ ଅଞ୍ଚଳରେ ଅଘଟଣ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଟାଙ୍କି ଭିତରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ ତୁଷୁରା–ଗୁଡଭେଲା ମୁଖ୍ୟ ରାସ୍ତା…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାଗା: କଟକ ଜଗତପୁର ଥାନା ଅନ୍ତର୍ଗତ ଭୈରପୁର ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଜଣେ ମହିଳାଙ୍କର ହଠାତ୍ ଅସ୍ବଭାବିକ ଭାବେ ମୃତ୍ୟୁ ଘଟିଛି। ମୃତକ ଅମଜାଦ ବିବି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଅମଜାଦ ବିବି ନିଜ ଜ୍ବାଇଁ…

ପ୍ରଥମ ଦିନର ଗଣତି ମଣତି ପ୍ରକ୍ରିୟା ଶେଷ, ୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ

ପୁରୀ : ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି । ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି । ସମୁଦାୟ ପ୍ରକ୍ରିୟାର ଫଟୋଗ୍ରାଫି ,ଭିଡ଼ିଓଗ୍ରାଫି ଓ 3 D…

୨୩ ସହଯୋଗୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତା

ଭୁବନେଶ୍ବର: ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତାଙ୍କ ଆତ୍ମସମର୍ପଣ । ୨୩ ସହଯୋଗୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସରେଣ୍ଡର କରିଛନ୍ତି ଟପ ମାଓନେତା ଶୁକ୍ରୁ ଓ ପାପା ରାଓ । ମୋଷ୍ଟ ୱାଣ୍ଟେଡ ମାଓନେତା ଶୁକ୍ରୁ ଓ ତାର ୫ ସହଯୋଗୀଙ୍କ ଆତ୍ମସମର୍ପଣ । ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ…

ମିଠା ଦୋକାନୀକୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର: ମିଠା ବଦଳରେ ଖଣ୍ଡା ଚୋଟ । ମିଠା ଖାଇବା ପାଇଁ ଚାମଚ ନ ଦେବାରୁ ଦୋକାନୀକୁ ଖଣ୍ଟା ଚୋଟ । ୩ ଖଣ୍ଡା ସହ ଧରାପଡ଼ିଲା ଅଭିଯୁକ୍ତ । ଭୁବନେଶ୍ବର ସାମନ୍ତରାପୁର ଛକରେ ମିଠା ଦୋକାନୀକୁ ଖଣ୍ଡାରେ ଆକ୍ରମଣ । ଘଟଣାରେ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଗେଣ୍ଡୁଆ ଗିରଫ । ମିଠା…

ଝରଣାରୁ ପାଣି ପିଇବା ବେଳେ ପେଟକୁ ଚାଲିଗଲା ଜୋକ, ଅବସ୍ଥା ଗୁରୁତର

ରାୟଗଡା : ପେଟରେ ଜୋକ, ଯୁବକ ଗୁରୁତର । ଝରଣା ପାଣି ପିଇବା ବେଳେ ଅସାବଧାନବଶତଃ ଜୋକ ଖାଇଦେଲେ ଯୁବକ । ପେଟ ଭିତରକୁ ଚାଲିଗଲା ପାଣି ଭିତରେ ଥିବା ଜୋକ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ l ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର…

ଗୃହରେ ବିରୋଧୀଙ୍କ ହଟଗୋଳ, ବିଧାନସଭାକୁ କଳା ପୋଷାକ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି ବିଧାୟକ

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ l ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିାଥିବା ଟି ସାର୍ଟ…

ମଣ୍ଡି ଅବ୍ୟବସ୍ଥା: ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ମଣ୍ଡି ଅବ୍ୟବସ୍ଥାକୁ ବିରୋଧ । ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସ୍କୁଲ, କଲେଜ ସହ ଦୋକାନ ବଜାର ବନ୍ଦ ରହିଛି । ମଣ୍ଡିରେ ଧାନର ଅଭାବୀ ବିକ୍ରି, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ,…

ଶ୍ରୀରାମ ନବମୀ ପାଳନ ପାଇଁ ବାଲେଶ୍ବରରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ

ବାଲେଶ୍ଵର: ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ । ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବା ପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଟାଉନ୍ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ କୋଡ଼ିଏ ପ୍ଲାଟୁନ ଫୋର୍ସ ମୁତୟନ…

ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଆସନ୍ତା ୨୭ ତାରିଖରେ ଉଲ୍ଲାସର ସହ ପାଳିତ ହେବ ଶ୍ରୀରାମ ନବମୀ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା…