ଲେଖା ଛିଡ଼େଇବା ପାଇଁ ଗଞ୍ଜାମ ପୋଲିସ ର ଲେଡି ସିଂଙ୍ଘମ୍ ଙ୍କ ଅଚାନକ ବାଲି ଘାଟ ଉପରେ ଚଢ଼ାଉ ….!
ଶୁଣିବାକୁ ମିଳୁଛି ମେଡମ ଙ୍କ ସୁନା ପ୍ରତି ରହିଛି ପ୍ରବଳ ଦୁର୍ବଳତା ……!ବ୍ରହ୍ମପୁର: ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ବାଲି ଘାଟକୁ ଏବେ ଜଣେ ଲେଡି ସିଙ୍ଗମ ବୋଲାଉଥିବା ମେଡ଼ମ ଅଚାନକ ଗସ୍ତ କରୁଥିବା ଲକ୍ଷ କରାଯାଇଛି। ବିଭିନ୍ନ ବାଲି ଘାଟକୁ ପରିଦର୍ଶନ ଆଳରେ ଯାଇ ମାସିଆରି ଲେଖା ଛିଡେଇବା!-->…