ମନ୍ଦିର ଜମିକୁ ନେଇ ଗୋଷ୍ଠୀ କନ୍ଦଳ : ମାରିଗାଁରେ ୧୬୩ ଧାରା ଜାରି
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ମାରିଗାଁ ଗ୍ରାମରେ ଏକ ପୁରାତନ ମନ୍ଦିର ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିବାଦ ଗୁରୁତର ରୂପ ଧାରଣ କରିଥିବାରୁ ଗ୍ରାମରେ ଟଣାଟଣି ପରିସ୍ଥିତି ସୃଷ୍ଟି ହୋଇଛି।!-->…