ଏଚପିଭି ଟୀକାକରଣ ଅଭିଯାନ ଆରମ୍ଭ; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ଜରାୟୁ କର୍କଟରୁ ମୁକ୍ତ ହେବେ ଦେଶର ଝିଅ । ସର୍ଭାଇକଲ କ୍ୟାନସରରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ରାଜସ୍ଥାମର ଆଜମେର ଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି!-->…