୨ କୋଟି ଟଙ୍କାର ସୁନା ଋଣ ଜାଲିଆତି: ବ୍ୟାଙ୍କ ମ୍ୟାନେଜର ଗିରଫ

ବାଲେଶ୍ବର: ସୁନାଋଣ ପ୍ରଦାନରେ ଜାଲିଆତି ଅଭିଯୋଗରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅର୍ଥନୈତିକ ଶାଖା ବାଲେଶ୍ୱର ଜିଲା ଜୋଡା ୟୁନିଅନ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ତାଙ୍କ ନାମରେ ପ୍ରାୟ ୨ କୋଟି ୧୨ ଲକ୍ଷ ଟଙ୍କା ସୁନା ଋଣ ହେରଫେର ଅଭିଯୋଗ ରହିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ଚାକିରି ଦେବା ଆଳରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ

ଜୟପୁର:କୋରାପୁଟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ଚାକିରି ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ରବିବାର ସଦର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ ନିଯୁକ୍ତି ନଦେଇ

ସାମାନ୍ୟ ବଚସାରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼: ଜଣେ ମୃତ, ଜଣେ ଗୁରୁତର

ତାଳଚେର : ସାଙ୍ଗ ସାଙ୍ଗ ମଧ୍ୟରେ ଛୁରାମାଡ଼ । ବନ୍ଧୁତା ଭୁଲି ପରସ୍ପରକୁ ଛୁରି ମାରିଲେ ଦୁଇ ସାଙ୍ଗ । ଅନୁଗୋଳ ତାଳଚେରରେ ସାମାନ୍ୟ ବଚସାରୁ ଛୁରାମାଡ଼ । ଗଣେଶ ବିହାର ଅଞ୍ଚଳରେ ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଛୁରୀ ଭୁଷାଭୁସି। ଜଣଙ୍କ ମୃତ୍ୟ ହୋଇଥିବା

ବାଲିଗୁଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି | ଏହି ଅବସରରେ ପ୍ରତ୍ୟୁଷ ରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା l ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟାକ୍ଷା ଙ୍କ ସମେତ ସମସ୍ତ

ଗଣେଶ ପୂଜା ୨୦୨୬ – ଶାନ୍ତି କମିଟି ବୈଠକ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ଆଗାମୀ ଗଣେଶ ପୂଜା ପର୍ବ ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ,

କୋଟପାଡ଼ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

କୋଟପାଡ଼ : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳିତ କରାଯାଇଛି l ଏହି ଅବସରରେ ପ୍ରାତଃ ସମୟରେ ରାମଧୁନ, ପ୍ରଭାତ ଫେରି ସାରି ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତ୍ତାକା ଉତ୍ତୋଳନ ପରିଷଦ ଅଧ୍ୟକ୍ଷ ଏମ. ଶଙ୍କର ରାଓଙ୍କ ଦ୍ୱାରା

ଜେନ ଜି ଗୋଷ୍ଠୀଙ୍କୁ ଗୁରୁମନ୍ତ୍ର ଦେଲେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ

ନୟାଗଡ଼: ବର୍ତ୍ତମାନ ଦେଶରେ ଜେନ ଜି ମାନଙ୍କର ସ୍ଥିତି ଓ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ କର୍ମଶାଳା ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି।ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଦେଶରେ ଜେନ ଜି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ : ବିକ୍ରମ ପଣ୍ଡାଙ୍କୁ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ବ୍ରହ୍ମପୁରର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ

ଲାଞ୍ଚ ନେଇ ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ, କ୍ୱାର୍ଟର୍ସରୁ ୭.୩ ଲକ୍ଷ ଟଙ୍କା ଜବତ

କେନ୍ଦୁଝର: ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଗିରଫ । ଲେବର ଲାଇସେନ୍ସ ପାଇଁ ୨୦ ହଜାର ଲାଞ୍ଚ ଅଭିଯୋଗରେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଗିରଫ । ଲାଞ୍ଚ ମାମଲାରେ ଧରାପଡ଼ିବା

ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ, ସତର୍କ ସୂଚନା ଜାରି କଲା ଜଳସମ୍ପଦ ବିଭାଗ

ଭୁବନେଶ୍ଵର : ସତର୍କ ସଙ୍କେତ ଉପରେ ଜଳକା, ବୈତରଣୀ । ଫୁଲୁଛି ମହାନଦୀ ଏବଂ ବ୍ରାହ୍ମଣୀ । ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ବି ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି । ବାଲେଶ୍ୱର