ଦୁର୍ଘଟଣାରୁ ବର୍ତ୍ତିଲା ପବନ ହଂସ ହେଲିକପ୍ଟର, ସମୁଦ୍ରରେ କଲା ଅବତରଣ
ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଆଉ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ପବନ ହଂସ ହେଲିକପ୍ଟର ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳୁଛି । ଫଳରେ ପାଇଲଟଙ୍କୁ ସମୁଦ୍ରରେ ଲ୍ୟାଣ୍ଡିଂ କରିବାକୁ ପଡିଥିଲା ।!-->…