କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲା ମନରେଗା ଜିଲ୍ଲା ସଂଯୋଜକ ନିଯୁକ୍ତ ହେଲେ ମନରଞ୍ଜନ ପଣ୍ଡା
ବ୍ରହ୍ମପୁର: ଏମଜି ନରେଗା ଯୋଜନା ରୁ ମହାତ୍ମାଗାନ୍ଧୀ ଙ୍କ ନାମ ବାଦ ପଡିବା ନିଷ୍ପତ୍ତି ବିରୋଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଚରଣ ଦାସ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ଅଧକ୍ଷତା ଗଠିତ ପ୍ରଦେଶ କଂଗ୍ରେସ ଏମଜି ନରେଗା କମିଟିରେ ରାଜ୍ୟରେ ୩୫ ଗୋଟି ଜିଲ୍ଲା ସ୍ତରୀୟ ସଂଯୋଜକ!-->…