ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ଅଭିଯୋଗ ଅନୁସାରେ ଡାକ୍ତର ତାପସ ରଂଜନ ସେନାପତି ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଗୋଷ୍ଠୀ…

ବଣ୍ଡା ପାହାଡ଼ରୁ ସହାୟତା ପାଇଁ ଆକୁଳ ନିବେଦନ, ରକ୍ତ କର୍କଟ ସହିତ ଯୁଦ୍ଧ କରୁଛି “ସନିଆ”

ମାଲିକାନଗିରି ଖଇରପୁଟ,୧୬/୨ପ୍ରକୃତିର କୋଳେ ବସୁଥିବା ବଣ୍ଡା ଜନଜାତିର ଜୀବନ ସରଳ କିନ୍ତୁ ସଂଘର୍ଷମୟ । ସେହି ସଂଘର୍ଷ ଆଜି ଜୀବନ-ମୃତ୍ୟୁର ଯୁଦ୍ଧରେ ପରିଣତ ହୋଇଛି ୧୭ ବର୍ଷୀୟ ନାବାଳକ ସନିଆ ଚଲାଣ ପାଇଁ । ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ଗ୍ରାମର ଏହି ଗରିବ ପରିବାରର ପୁଅ ବର୍ତ୍ତମାନ…

ସୁପ୍ରିମକୋର୍ଟଙ୍କ ନିୟମ ଉଲ୍ଲଂଘନ କରିବାକୁ ନିର୍ବାଚନ କମିଶନ କିପରି ସାହସ କଲେ?

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ, ଏସଆଇଆର ଉପରେ ରାଜ୍ୟରେ ଏକ ତୀବ୍ର ବିବାଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆର ସମ୍ପର୍କରେ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି। ଆଜିି ମମତା ନିର୍ବାଚନ କମିଶନ ଟାର୍ଗେଟ କରିବା ସହ…

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ମାପଚୁପ, ତହସିଲ ପକ୍ଷରୁ ହୋଇଥିଲା ନୋଟିସ୍

ଚଣ୍ଡିଖୋଲ ୧୭।୨: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ । କିଛି ଦିନ ତଳେ ଏହି ଫାର୍ମହାଉସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ପ୍ରଣବ ଏହି ଫାର୍ମହାଉସ ତାଙ୍କର ବୋଲି କହିବା…

ଚିକିତ୍ସାଧୀନ ଅବସ୍ଥାରେ PEO ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ, ନାଁରେ ଆସିଥିଲା ନିର୍ଯାତନା ଅଭିଯୋଗ

ଦିଗପହଣ୍ଡି ୧୭।୨: ଆଖିବୁଜିଲେ ଚିକିଟି ପିଇଓ । ଚିକିଟି ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ବିଷପାନ କରିଦେଇଥିଲେ ଚିକିଟି ପିଇଓ । ପିଇଓ ବି.ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟନ ଉତ୍ସବରେ ଏକ…

ଦୁର୍ନୀତି ଏବଂ ଦାଦାବଟି ଆଦାୟ ଅଭିଯୋଗରେ ଏସଓଜି ଟିମକୁ ନିଲମ୍ବନ କଲେ ଏସପି

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ସମ୍ପୂର୍ଣ୍ଣ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସଓଜି) ଦଳକୁ ନିଲମ୍ବିତ କରାଯାଇଛି। ସମ୍ଭଲ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ କୃଷ୍ଣ କୁମାର ବିଷ୍ଣୋଇ ଦୁର୍ନୀତି ଏବଂ ଦାଦାବଟି ଆଦାୟର…

ପଶ୍ଚିମବଙ୍ଗର ୭ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଅଧିକାରୀଙ୍କ ବିରୁଦ୍ଧରେ ଏସଆଇଆରରେ ଗୁରୁତର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗ ହୋଇଥିଲା । ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ…

ରାଜପାଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ସହ ୧.୫ କୋଟି ଜମା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ…

ହୋର୍ଡିଂ ପଡ଼ି ଚାଲିଗଲା ସମାଜବାଦୀ ପାର୍ଟିର ନେତାଙ୍କ ଜୀବନ

ଉତ୍ତରପ୍ରଦେଶ : ଭୟଙ୍କର ଦୁର୍ଘଟଣାରେ ଜୀବନ ହାରିଲେ ସମାଜବାଦୀ ପାର୍ଟିର ନେତା । ଉତ୍ତର ପ୍ରଦେଶର ପ୍ରତାପଗଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା ପ୍ରାଣ ହରାଇଛନ୍ତି । ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଜୀବନ ଚାଲିଗଲା । ଖବର…

ଆଜିଠୁ ଆରମ୍ଭ ହେଲା ଏଆଇ ଇମ୍ପାକ୍ଟ ଏ​‌କ୍ସପୋ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଆରମ୍ଭ ହେଉଛି। ଫେବୃଆରୀ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ଏହି ପ୍ରଦର୍ଶନୀର…