ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ ଉତ୍ତେଜନା, ସେବାୟତ-ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା । ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ । ସେବାୟତଙ୍କ ପରିବାର ଦର୍ଶନ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଫଳରେ ନୀତି ବ୍ୟାହତ ହୋଇଥିଲା । ତେବେ ଆଇନ ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ମହାପ୍ରଭୁ…

ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଲେ ଅପରେସନ ସିନ୍ଦୁର ଫାଇଟର ଆଲୋକ

ଯାଯପୁର: ଚାକିରିରୁ ସ୍ବେଛାକୃତ ଅବସର ନେଇ ଗାଁକୁ ଫେରିଛନ୍ତି ଅପରେସନ ସିନ୍ଦୁର ଫାଇଟର ଆଲୋକ କୁମାର ରାଉତ । ମହାଆଡମ୍ବରରେ ତାଙ୍କୁ ସ୍ବାଗତ କରୁଛନ୍ତି ଗାଁ ଲୋକେ। ପିଲା ଠୁ ବୁଢ଼ା ସମସ୍ତେ ବୀର ଯବାନଙ୍କ ସ୍ବାଗତରେ ଲାଗି ପଡ଼ିଛନ୍ତି । ଅପରେସନ ସିନ୍ଦୁରରେ ୭୯ ରାଉଣ୍ଡ ଫାୟାରିଂ କରି…

କ୍ରିକେଟ ଖେଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୨ ଗୁରୁତର

ନୟାଗଡ଼: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଦୁଇ ଗୁରୁତର । ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ଗଣ୍ଡଗୋଳ ହୋଇଛି । ଗତକାଲି କଇଁଥଗାଡିଆ ଓ ପୁରୁଣା ସହର ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିଲା । ଖେଲ ଶେଷ ବେଳକୁ ଦୁଇ ଟିମ୍ ମଧ୍ୟରେ ବଚସା…

ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ କରାଯାଇଥିଲା । ପରେ କନିକା ରାଜା ଓ ପାଳିଆ ସେବକଙ୍କ…

ଜାଗର ପାଇଁ ବାବା ଲୋକନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତ

ପୁରୀ: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି ।  ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।  ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ ଭୋର ୪ ଟାରେ ମହାଦୀପ…

ଗଛରେ ପିଟିହେଲା କାର, ଜଣେ ମୃତ, ୫ ଗୁରୁତର

ଘଟଗାଁ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ । ମୃତକ ଆଠଗଡ ବଡ଼ମ୍ଭା ଅଞ୍ଚଳର ରବୀନ୍ଦ୍ର ନାଥ ମହାନ୍ତି । ପରିବାର ସହ ମାଆ ତାରଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଘଟଗାଁ ଥାନା ଦୁବୁଲାବେଡା ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା କାର…

ସ୍ଥାନୀୟ ପ୍ରଶାସନ ଲଗାମ ଲଗାଇବାରେ ଅସମର୍ଥ କି…?

କୋରାପୁଟ/କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଳମାଳ ଇଟାଭାଟି ଦେଖିବାକୁ ମିଳୁଛି l ତାପମାତ୍ରା ବୃଦ୍ଧି ସହ ପ୍ରଦୁଷଣକୁ ରୋକିବାକୁ ଉଚ୍ଚତମ ନ୍ୟାୟାଳୟ ବେଆଇନ ଘୋଷଣା କରିଛନ୍ତି l ସରକାର ମାଟିଇଟା ନିର୍ମାଣ କରିବାକୁ ରୋକ ଲଗାଇଛନ୍ତି ଏବଂ…

ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ…

ବାଲିଗୁଡା, ତା, ୧୪/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଘଟଣା ସମ୍ପର୍କରେ…

ଟିମ କ୍ଲିନ୍ ସିଟି ପକ୍ଷରୁ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, କେଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର : 2019ମସିହା ଆଜିର ଦିନରେ ଭାରତ ସିଆରପିଏଫର 40ଜଣ ଜବାନଙ୍କୁ ହରାଇଥିଲା। ଆତଙ୍କବାଦୀ ସଙ୍ଗଠନ ଜୈଶେ ଏ ମହମ୍ମଦ ନାମକ ସଙ୍ଗଠନର ଆକ୍ରମଣରେ ଶହିଦ ହୋଇଥିଲେ ସମସ୍ତ ଜବାନ। ଯାହା ଭାରତ ପାଇଁ ସବୁଠାରୁ ବଡ ଆକ୍ରମଣ ଓ ଶକ୍ତ ଧକ୍କା ଥିଲା। ଅବଶ୍ୟ ଏହି ଆକ୍ରମଣ ଘଟଣାର ମାତ୍ର ଦୁଇ…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ହେଲମେଟ କାରଖାନା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ୨୦ଟି ଦମକଳ ଗାଡି । ଦିଲ୍ଲୀ ବାହାରର ନିଲୋଥି ଅଞ୍ଚଳରେ, ଶନିବାର ଅପରାହ୍ନରେ ଏକ ହେଲମେଟ ଉତ୍ପାଦନ କେନ୍ଦ୍ରରେ ଏକ ବଡ଼…