ପଥର ବୋଝେଇ ଟ୍ରାକ୍ଟର ଜବତ: ୨ ଗିରଫ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସେନ ଶୁଳିଆ ସଂରକ୍ଷିତ ଜଙ୍ଗଲ କଣୀପଡ଼ା ଗ୍ରାମ ନିକଟ ଧାଡ଼ି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଓଡ଼ଗାଁ ବନ ବିଭାଗ ଏକ ଢିମା ବୋଝେଇ ଟ୍ରାକ୍ଟର କୁ ଜବତ କରିଛି ।ଟ୍ରାକ୍ଟର ଚାଳକ ସ୍ଥାନୀୟ ବାଉଁଶ ଗାଡିଆ ର ମାନସ ପ୍ରଧାନ ଏବଂ ବଡ଼!-->…