ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ
ମୁମ୍ବାଇ : ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା । ପୁଣେର ଏକ ଘରୋଇ ହସପିଟାଲରେ ଶରଦ ପାୱାର ଭର୍ତ୍ତି ହୋଇଛନ୍ତି । ଅଜିତ ପାୱାରଙ୍କ ନିଧନ ପରେ ନିର୍ବାଚନ ପାଇଁ ଗତ କିଛିଦିନ ହେଲାଣି ଶରଦ ପାୱାର ମୁମ୍ବାଇ, ପୁଣେ ଏବଂ ବାରାମତି ଗସ୍ତ କରୁଥିଲେ । ପାର୍ଟିର କାର୍ଯ୍ୟକର୍ତ୍ତା!-->…