ଆଠଟି ମେଣ୍ଢା ମାରି ଖାଇଲା କଳରାପତରିଆ ବାଘ

ହିନ୍ଦୋଳ : ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ ।  କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି ।  ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ…

ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ କନେଷ୍ଟବଳ

ନୟାଗଡ : ନିଜ ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ । ଗୁଳି ଫୁଟାଇ ନିଜକୁ ମାରିଲେ କନେଷ୍ଟବଳ । ନୟାଗଡ ପୋଲିସ ବାରାକରେ ଘଟିଛି ଅଘଟଣ। ମୃତକ ବାହାଡାଝୋଲା ଅଞ୍ଚଳର କନେଷ୍ଟବଳ ସୁନିଲ ସେଠୀ । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ଆଉ କିଛି ଦିନ ଯାଇଥିଲେ ହୋଇଥାନ୍ତା ବିବାହ।…

ଦମ୍ପତିଙ୍କୁ ଛୁରାମାଡ଼; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତିଙ୍କୁ ଛୁରାରେ ଆକ୍ରମଣ । ମହିଳା ମୃତ, ସ୍ୱାମୀ ଗୁରୁତର ଅବସ୍ଥାରେ ଉଦ୍ଧାର। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରଣ ଅସ୍ପଷ୍ଟ ରହିଛି । ଦମ୍ପତି ରେଳ ଷ୍ଟେସନରେ ନିକଟରେ ପ୍ଲାଷ୍ଟିକ ଓ ଲୁହା…

ସରକାରୀ ଆଇଟିଆଇରେ ଛାତ୍ରଙ୍କୁ ରଡରେ ଆକ୍ରମଣ, ଅବସ୍ଥା ଗୁରୁତର

ରାୟଗଡ଼ା: ଜଣେ ଛାତ୍ରଙ୍କୁ ଲୁହା ରଡରେ ପିଟିଲେ ଆଉ ଜଣେ ଛାତ୍ର । ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇରୁ ଆସିଛି ଅଭିଯୋଗ। ଲୁହା ଛଡ଼ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୁରୁତର ଛାତ୍ର ଜଣକ କୋଲନରା ବ୍ଲକ ଅଞ୍ଚଳର । ଛାତ୍ର ଜଣକ ସରକାରୀ…

ମୁମ୍ବାଇରେ ଓଡ଼ିଆ ନାବିକ ନିଖୋଜ

ଭଦ୍ରକ: ଓଡ଼ିଆ ଯୁବ ନାବିକ ନିଖୋଜ। ଚିନ୍ତାରେ ପରିବାର। ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ। ସେ ମୁମ୍ବାଇର ଏକ ଜାହାଜ କମ୍ପାନୀରେ ଯୋଗଦେଇଥିଲେ। ଗତ ଦୁଇ ତାରିଖରୁ ସେ ନିଖୋଜ ଅଛନ୍ତି। ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ। ପୁଣି ମରିସସ୍ ରୁ ଚୀନ…

ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ

ଭୁବନେଶ୍ୱର :  ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାଁ ଅନୁସାରେ…

କୋରାପୁଟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୬ ଅନୁଷ୍ଠିତ: ୫୭୮ ଜଣ ପ୍ରାର୍ଥୀ ‘ସର୍ଟଲିଷ୍ଟେଡ୍’, ନିଯୁକ୍ତି ପତ୍ର…

କୋରାପୁଟ : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା – ୨୦୨୬’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ଜିଲ୍ଲାର…

ଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଲିଙ୍ଗରାଜଙ୍କ ଜାଗର ନୀତିରେ ଅବହେଳା ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି…

ଲୋଧାଚୁଆ ବରିଷ୍ଠ ନାଗରିକ ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼,୦୫/୦୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୂଆ ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଗୋପୀମୋହନ ପୁର ସ୍ଥିତ ଅଚିହ୍ନା ପରମ ହଂସ ଆଶ୍ରମ ପରିସରରେ…

ମହାନଦୀ ଜଳ ବିବାଦ, ୭ରେ ଟ୍ରିବ୍ୟୁନାଲରେ ଶୁଣାଣି

କଟକ: କେମିତି ହେବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଫେବୃଆରୀ ୭ରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏହା ପୂର୍ବରୁ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା ପାଇଁ…